www.samajalive.in
Wednesday, December 10, 2025
17.1 C
Bhubaneswar

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ ସହଭାଗିତାରେ ରାୟପୁର କ୍ରିକେଟ୍‌‌ ଷ୍ଟାଡିୟମରେ ଟିମ୍‌‌ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌‌ ୨୦୨୬ ଜର୍ସି ଉନ୍ମୋଚନ କରିଛି। ଏଥିରେ ଆଡିଡାସ ଏହାର କ୍ଲିମାକୁଲ୍‌‌+ କପନା ବ୍ୟବହାର କରିଛି। ଏହି ଅବସରରେ ଆଡିଡାସ୍‌‌ ଇଣ୍ଡିଆର ମହାପ୍ରବନ୍ଧକ ବିଜୟ ଚୌହାନ କହିଥିଲେ ଯେ, ବିସିସିଆଇ ସହିତ ଭାରତୀୟ କ୍ରିକେଟ୍‌‌ ପ୍ରଶଂସକଙ୍କ ମଧ୍ୟରେ ଏହି ଜର୍ସି ଉନ୍ମୋଚନ କରିବା କମ୍ପାନୀ ପାଇଁ ଗୌରବର ମୂହୁର୍ତ୍ତ। ଆମ ସହିତ ଦର୍ଶକ ମଧ୍ୟ ଏହାକୁ ପିନ୍ଧିପାରି​‌େ​‌ବ ବୋଲି କ୍ରିକେଟର ରୋହିତ ଶର୍ମା କହିଥିଲେ। ଏହି ଜର୍ସିର ମୂଲ୍ୟ ୯୯୯ଟଙ୍କାରୁ ଆରମ୍ଭ ହୋଇଛି ଯାହା ଭାରତର ବଛା ବଛା ଆଡିଡାସ୍‌‌ ଷ୍ଟୋରରେ ଓ ଅନ୍‌ଲାଇନରେ ଉପଲବ୍ଧ ହେବ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories