www.samajalive.in
Tuesday, December 9, 2025
15.1 C
Bhubaneswar

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକ ଏସ୍‍.ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ରଙ୍ଗନାଥଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୁଲିସ । କୋଲଡ୍ରିଫ୍‍ କଫ୍‍ ସିରଫ୍‍ ପିଇ ମଧ୍ୟପ୍ରଦେଶରେ ୨୧ଜଣ ଶିଶୁଙ୍କ ଜୀବନ ଯାଇଛି । ପୁଲିସ ସମ୍ପ୍ରତି କମ୍ପାନୀ ମାଲିକ ଏବଂ ପ୍ରେସକ୍ରିବର୍‍ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

- Advertisement -

ପୁଲିସ ସୂଚନା ଅନୁସାରେ ଏସ୍‍ ରଙ୍ଗନାଥନ୍‍ଙ୍କୁ ଆଜି କୋର୍ଟରେ ହାଜର କରାଯିବ ଏବଂ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୁଲିସ । ମଧ୍ୟପ୍ରଦେଶରେ, ଛିନ୍ଦୱାରା, ବେତୁଲ ଏବଂ ଅନ୍ୟାନ୍ୟ କୋଲଡ୍ରିଫ୍‍ କଫ୍‍ ସିରପ୍‍ ଯୋଗୁଁ ୨୧ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ମଧ୍ୟପ୍ରଦେଶ ସରକାର ସିରପ୍‍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପଞ୍ଜାବ ଏବଂ ରାଜସ୍ଥାନରେ ମଧ୍ୟ କଫ୍‍ ସିରପ୍‍ ଉପରେ ପ୍ରତିବାନ୍ଧକ ଲଗାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories