www.samajalive.in
Tuesday, December 9, 2025
17.1 C
Bhubaneswar

ଏସ୍‍ଆଇ ପରୀକ୍ଷା କେଳେଙ୍କାରୀ: ଓପିଆରବି ଅଧ୍ୟକ୍ଷକଙ୍କ ଜରୁରୀ ବୈଠକ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଚାକିରି ମହାଘୋଟାଲା ନେଇ ଖୋଳତାଡ ଜାରି ରହିଥିବା ବେଳେ ଜରୁରୀ ବୈଠକ ଡାକିଛନ୍ତି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ । ବୈଠକରେ ଓପିଆରବିର କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି । ବିଭାଗ ଭିତରେ କିଏ ରହିଛି କେଳେଙ୍କାରୀ ଅଫିସର? ତାହାକୁ ଧରିବାକୁ ଛାନିଭିନ ଆରମ୍ଭ ହୋଇଛି ।

ଆଜି ଏହି ଘଟଣାରେ ଓପିଆରବି ଏସପି ବଳଭଦ୍ର ଦୀପଙ୍କୁ ଡକାଇ ପଚରାଉଚରା କରାଯାଉଛି । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲ ଗିରଫ ହୋଇସାରିଛନ୍ତି । ପରୀକ୍ଷାରେ ଜଡିତ ଥିବା ସଂସ୍ଥା ସହିତ କେଉଁ ଅଧିକାରୀଙ୍କ ସଂପୃକ୍ତି ରହିଛି ତାହାର ଖୋଳତାଡ ଜାରି ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories