www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ପବିତ୍ର ବିଜୟା ଦଶମୀ: ମଣ୍ଡପରେ ସିନ୍ଦୂର ଖେଳ ଓ ଦହିପଖାଳ

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୂଜାରେ ଆଜି ପବିତ୍ର ବିଜୟା ଦଶମୀ । ଅଧର୍ମ ଊପରେ ଧର୍ମର ବିଜୟର ଦିନ । ଦଶମୀ ଅବସରରେ ମଣ୍ଡପରେ ଚାଲିଛି ମା ଦୁର୍ଗତୀନାଶିନୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ. ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା କରାଯାଉଛି । ଆଜି ମାଙ୍କୁ ଅପରାଜିତା ଫୁଲ ଲାଗି କରାଯିବା ସହ ସିନ୍ଦୂର ଖେଳର ପରାମ୍ପରା ରହିଛି । କଟକର ବିଭିନ୍ନ ମଣ୍ଡପରେ ସିନ୍ଦୂର ଖେଳ ହେବା ସହ ଓ ଦହିପଖାଳ ଭୋଗ କରାଯାଏ ।

ପୁରାଣ ଅନୁସାରେ ଆଜି ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେଳେ ତ୍ରାହି ତ୍ରାହି ଡାକୁଥିଲେ ଏବଂ ତା’ର ଅତ୍ୟାଚାରରେ ପୃଥିବୀ ଥରହର ହୋଇଥିଲା ସେତେବେଳେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତ ହୋଇଥିଲେ ମା ଦୁର୍ଗା । ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମାଙ୍କୁ ଦାନ କରିଥିଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହିତ ଯୁଦ୍ଧ କରିବା ପରେ ବଦ୍ଧ କରିଥିଲେ ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories