www.samajalive.in
Tuesday, December 9, 2025
19.1 C
Bhubaneswar

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜାଭେଟି- ମହଙ୍ଗାଭତ୍ତା ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ – ଦୂର୍ଗାପୂଜାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହ ପେନସନ୍‌ ପାଉଥିବା ଲୋକମାନଙ୍କର ମହଙ୍ଗା ଭତ୍ତା ମଧ୍ୟ ୩ ପ୍ରତିଶତ ବୃଦ୍ଧି ପାଇଛି । ଦଶହରା ଏବଂ ଦୀପାବଳି ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜାଭେଟି ।

ପୂର୍ବରୁ ଏହା ମୂଳଦରମାର ୫୫ ପ୍ରତିଶତ ଥିଲା । ଏବେ ୩ ପ୍ରତିଶତ ବୃଦ୍ଧି ପାଇ ଏବା ୫୮ ପ୍ରତିଶତରେ ପହଞ୍ଚିଛି । ଏହା ପିଛିଲା ଭାବେ ଜୁଲାଇ ଏକ ତାରିଖ ୨୦୨୫ ମସିହାରୁ ଲାଗୁ ହେବ । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସର ଦରମାରେ ମିଳିବ ବୋଲି ସୂଚନା ମିଳିଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories