www.samajalive.in
Wednesday, December 10, 2025
17.1 C
Bhubaneswar

୪ ସ୍ପିନର ବାଣ୍ଟିନେଲେ ୮ ୱିକେଟ୍ । ଭାରତ ଆଗରେ ୧୪୭ ରନ୍ ର ବିଜୟ ଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ କାଳ ସାଜିଲେ କୁଳଦୀପ । ଗୋଟିଏ ଓଭରରେ ନେଲେ ଦୁଇ ଦୁଇଟି ୱିକେଟ୍  । ୮୧ ରନ୍ ରେ ପ୍ରଥମ ୱିକେଟ ହରାଇଥିବା ପାକିସ୍ତାନର ବ୍ୟାଟିଂ ଲାଇନ ହଠାତ୍ ଭୁଷୁଡି ପଡ଼ିଲା । ୪ ଜଣ ବ୍ୟାଟ୍ସମ୍ୟାନ ଶୂନ୍ ରେ ଆଉଟ । କୁଳଦୀପଙ୍କୁ ୪ ୱିକେଟ୍ । ବରୁଣ ଓ ଅକ୍ସରଙ୍କୁ ୨ଟି ଲେଖାଏଁ ୱିକେଟ । ଭାରତ ଆଗରେ ମାତ୍ର ୧୪୭ ରନ୍ ର ବିଜୟ ଲକ୍ଷ୍ୟ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories