ଭୁବନେଶ୍ଵର : ଭୁବନେଶ୍ଵର ଖଣ୍ଡଗିରି ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପାତ୍ରପଡା ହିଟ୍ ଆଣ୍ଡ ରନ୍ ଘଟଣାରେ ଅଭିଯୁକ୍ତକୁ ଥାନାରେ ଦେଖି ତାତିଛନ୍ତି ଫୁଲେଶ୍ଵରୀ ବସ୍ତି ଲୋକେ। ସେମାନେ କହିଛନ୍ତି ଅଭିଯୁକ୍ତକୁ ଆମ ହାତରେ ଦେଇଦିଅ। ପ୍ରଭାବୀ ଲୋକ ବୋଲି ପୁଲିସ୍ କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ମାତ୍ର ପୁଲିସ୍ ର କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୁଷ୍ଟ ବୋଲି କହିଛନ୍ତି ମୃତକଙ୍କ ସ୍ଵାମୀ। ମୋତେ କମ୍ପରମାଇଜ୍ ପାଇଁ କୁହାଯାଉଥିଲା, ମାତ୍ର ମୁଁ କଲିନି। ଗତ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଥାର୍ ଧକ୍କାରେ ମା ଏବଂ ଝିଅର ମୃତ୍ୟୁ ଘଟିଥିଲା। ବେପାୁଆ ଭାବେ ଥାର୍ , ସ୍କର୍ପିଓ ରେସିଂରୁ ଏହି ଦୁର୍ଘଟଣା ଘଟିଥିଲା।
Popular Categories



