www.samajalive.in
Tuesday, December 9, 2025
23.1 C
Bhubaneswar

କମିଲା ସୁନା ଦାମ୍‌

ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦାମ୍‌ । ସେପ୍ଟେମ୍ବର ୨୪ ଅର୍ଥାତ୍‌ ବୁଧବାର କମିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୧୫,୩୭୦ ଟଙ୍କା ରହିଛି । ଗତକାଲି ୧,୧୫,୬୯୦ ଟଙ୍କା ଥିଲା । ଏଥିରେ ୩୨୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୫,୭୫୦ ଟଙ୍କା ରହିଛି । ଗତକାଲି ୧,୦୬,୦୫୦ ଟଙ୍କା ଥିଲା । ଏଥିରେ ୩୦୦ ଟଙ୍କା ହ୍ରାସ ହୋଇଛି ।

- Advertisement -

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୬,୫୩୦ ଟଙ୍କା ରହିଛି । ଗତକାଲି ୮୬,୭୭୦ ଟଙ୍କା ଥିଲା । ଏଥିରେ ୨୪୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୫,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୫,୦୦୦ ଟଙ୍କା ଥିଲା ।

ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories