www.samajalive.in
Sunday, December 7, 2025
23.1 C
Bhubaneswar

ଧାମରା ପୋର୍ଟ ସମ୍ମୁଖରେ ଗଣଧାରଣା

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଧାମରା ପୋର୍ଟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ବନ୍ଦର କାର୍ଯ୍ୟରେ ନିଯୋଜିତ ଠିକାଦାର ମାନଙ୍କର ଶ୍ରମିକ ଶୋଷଣ ନୀତି , ବାର୍ଷିକ ବେତନ ବୃଦ୍ଧି ନ ହେବା ଓ କୌଣସି କାରଣ ନ ଥାଇ କାମରୁ ଛଟେଇ କରିବା ପ୍ରତିବାଦରେ ସୋମବାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।  ନିକଟରେ ୮ ଜଣ ଶ୍ରମିକଙ୍କୁ କାମ ରୁ ବହିଷ୍କାର କରିବା ଏବଂ ସେମାନଙ୍କର ଦାବି ପୂରଣ ନ କରିବାକୁ ସଂଘ ଘୋର ବିରୋଧ କରିଛି । ଶ୍ରମିକ ମାନଙ୍କୁ ୧୨ ଘଣ୍ଟା କାର୍ଯ୍ୟ କରାଇ ୮ ଘଣ୍ଟାର ହାଜିରା ପ୍ରଦାନ କରିବା ଏବଂ ଶ୍ରମ ଆଇନ ଦ୍ଵାରା ପ୍ରଣୀତ ଓ ବୈଧାନିକ ବ୍ୟବସ୍ଥାକୁ ଲାଗୁ ନ କରିବା, ବାର୍ଷିକ ବେତନ ବୃଦ୍ଧି ବର୍ତମାନ ପର୍ଯ୍ୟନ୍ତ ନ କରିବା ଦାବିରେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯିବା ନେଇ ଚେତାବନୀ ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories