ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦାମ୍ । ସେପ୍ଟେମ୍ବର ୧୭ ଅର୍ଥାତ୍ ବୁଧବାର ସୁନା ଦାମ୍ ହ୍ରାସ ହୋଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୧,୭୧୦ ଟଙ୍କା ରହିଛି । ଗତକାଲି ୧,୧୧,୯୩୦ ଟଙ୍କା ଥିଲା । ଏଥିରେ ୨୨୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୨,୪୦୦ ଟଙ୍କା ରହିଛି । ଗତକାଲି ୧,୦୨,୬୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୩,୭୮୦ ଟଙ୍କା ରହିଛି । ଗତକାଲି ୮୩,୯୫୦ ଟଙ୍କା ଥିଲା ।ଏଥିରେ ୧୭୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ କମିଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୨୦୦ ଟଙ୍କା ରହିଛି । ଗତକାଲି ୧୪,୪୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।
ଭିଭୋ ୱାଇ୩୧ ୫ଜି ସିରିଜ୍ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍, ଦାମ୍ ମାତ୍ର ଏତିକି..



