www.samajalive.in
Sunday, December 7, 2025
23.1 C
Bhubaneswar

ମାଓ ନେତ୍ରୀଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୮ଲକ୍ଷର ପୁରସ୍କାର 

ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଦ ପୁଲିସ ନିକଟରେ ମାଓନେତ୍ରୀଙ୍କ ଆତ୍ମସମର୍ପଣ  । ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ହେଲେ ଜାନସୀ ଓରଫ ଭାଚେଲା ମାତାମି । ତାଙ୍କ ମୁଣ୍ଡରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ମୃତ ମାଓନେତା ସତ୍ୟମ ଗାୱାଡେଙ୍କ ସେ ପତ୍ନୀ ହୋଇଥିବା ବେଳେ ସେ ମହାରାଷ୍ଟ୍ର ବାସିନ୍ଦା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସ୍ତରରେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୧ ମସିହାରେ ଜାନସୀ ମାଓ ନେତା ସତ୍ୟମ ଗାୱାଡେଙ୍କୁ ବିବାହ କରିବା ପରେ ଦୁହେଁ ମୈନପୁର ନକ୍ସଲ ଡିଭିଜନରେ କାମ କରୁଥିଲେ । ୨୦୧୪ ମସିହା ଏନକାଉଣ୍ଟରେ ସତ୍ୟମ ପ୍ରାଣ ହରାଇବା ପରେ ମଧ୍ୟ ଜାନସି ମାଓ ସଂଗଠନରେ ରହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories