www.samajalive.in
Tuesday, December 9, 2025
16.1 C
Bhubaneswar

ନିଆରା ପୂଜା: ମା ଖିଲାମୁଣ୍ଡାଙ୍କ ଷୋଳପୂଜା ଆରମ୍ଭ 

ରଣପୁରଗଡ: ରାଜ ରାଜୁଡା ଅମଳରୁ ନୟାଗଡ଼ ଜିଲ୍ଲା ରଣପୁର ଗଡଜାତ ସୁଦୁର ମାଳରାଆଳାରୁ ପ୍ରତ୍ୟକ୍ଷ ଠାକୁରାଣୀ ମା ଖିଲାମୁଣ୍ଡା ପ୍ରତି ବର୍ଷ ଷେ।ଳପୂଜା ପାଇଁ ରଣପୁର ରାଜବାଟୀକୁ ଆସିଥାନ୍ତି। ଚଳିତବର୍ଷ ଦ୍ୱିତୀୟା ଓଷା ଅବସରରେ ରାଜ ଉଆସରୁ ଯାଇଥିବା କାଠିରେ ଖିଲାମୁଣ୍ଡା ବିଜେ ହେ।ଇ ଆସିଛନ୍ତି ।  ବିଜେ ସ୍ଥଳୀରୁ ମା ରାଆଳା ଦେଇ ସାନ ଚାକୁଣ୍ଡାଝର, ଭେଟ୍ଟବର, ନାଥପୁର, କରଡାପଲ୍ଲା, କଳାମାଟିଆ, ଡୁବୁରିଗଡ, ନୁଆ ନନ୍ଦପୁର, ଗାଁ ବାଣିକିଲେ।, ଡିପସାହି, ବସନ୍ତପୁର, ଲାଖପଡା, ଆରଡା ଗ୍ରାମ ପରିକ୍ରମା କରି ଭେ।ଗ ଖାଇ ବାଳମୁକୁଳୀ ଗଡଦ୍ୱାର ଦେଇ ରଣପୁର ଗଡରେ ପ୍ରବେଶ କରିବା ପରେ ଭେ।ଗଖାଇ ରାଜବାଟି କୁ ପ୍ରବେଶ କରିଥିବା ଜଣାପଡିଛି।
ଏହି ସମୟରେ ମାନସିକଧାରୀମାନେ ଦିନ ସାରା ନିର୍ଜଳ ଉପବାସ କରିଥିଲେ। ସନ୍ଧ୍ୟାରେ ଠାକୁର ପ୍ରସାଦ ପାଇ ଦର୍ଶନ କରି ପଣା ଆଦି ସେବନ କରିଥିଲେ। ମା ଖିଲାମୁଣ୍ଡା ଦଶହରା ପର‌୍ୟ୍ୟନ୍ତ ରାଜବାଟୀରେ ରହି ନିତିକାନ୍ତି ସହ ବିଧିବିଧାନ ଅନୁଯାୟୀ ପୂଜା ପାଇବେ। ଦଶହରା ଦିନ ଦଶହରା ପଡିଆକୁ ଯାଇ ତେ।ପ ସଲାମୀ ନେଇ ନିଜ ସ୍ଥାନକୁ ପାରା ପକ୍ଷୀରେ ବିଜେ କରିବେ ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories