www.samajalive.in
Sunday, December 7, 2025
26.1 C
Bhubaneswar

ବୁଧବାର ରାଶିଫଳ: ମାଲାମାଲ୍‍ ହେବେ ଏହି ରାଶି

ମେଷ: ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନ ସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ, କୀର୍ତିଶାଳୀ ଓ ସହିଷ୍ଣୁ ହୋଇପାରନ୍ତି। ରୂପବାନ୍ ହେବେ । ସ୍ଵାସ୍ଥ୍ୟ ଅତୁଟ ରହିବ।

- Advertisement -

ମିଥୁନ: ଧନବାନ୍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍ ହୋଇପାରନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆହାରରେ ସଂଯମ ରକ୍ଷା କରିବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନନ୍ ନଯୁକ୍ତ ହୋଇପାରନ୍ତି।

କର୍କଟ: ମିତ୍ରଙ୍କଠାରୁ ସହଯୋଗ ମିଳିବା ସମ୍ଭବ ନୁହେଁ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧୁର କଥା ଓ ଉତ୍ତମ ବ୍ୟବହାର ଯୋଗୁଁ ପରକୁ ଆପଣାର କରିବେ।

ସିଂହ: ନାନାବିଧ ସମ୍ମାନର ଅଧୂକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗବିଳାସ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ର‌ହିବ। ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା: : ସରକାରୀ ଧନ ପ୍ରାପ୍ତିର ସୂଚନା ମିଳୁଛି। । ବାସଗୃହର ପରିବେଶ ଉତ୍ତମ ମାନର ସେ ହେବ। କୀର୍ତ୍ତି, ସ୍ତୂର୍ତ୍ତି, ସ୍ଵତ୍ଵ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନର ଅଧୂକାରୀ ହେବେ । ଉତ୍ତମ ଗୁଣସମ୍ପନ୍ନ ହୋଇପାରନ୍ତି।

ତୁଳା: ଧନବାନ୍ ହେବେ। ମହିଳାମାନଙ୍କର ସାହାଯ୍ୟକାରୀ ଓ ପ୍ରିୟପାତ୍ର ହେବେ। ନୀରୋଗ ଓ ରୂପବାନ୍ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ଉଦ୍ୟୋଗୀ ହେବେ।

ବିଛା: ପୂର୍ବାହ୍ନରେ ସତର୍କତାର ସହ ଚଳିବାକୁ ପଡ଼ିବ। ଅପରାହ୍ନରୁ ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ଧନୁ: ଆଜି ଦିନ ଭିତରେ ବହୁ ସୁଖକର ଘଟଣାମାନ ଘଟିବ । କ୍ଷମାଶୀଳ ହେବେ। ସୁଭାଷୀ, ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବେ ବ। ତେଜୀୟାନ ହେବେ। କର୍ମଚଞ୍ଚଳ ରହିବେ।

ମକର: ଶତ୍ର ବିନାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ବେ ବହୁ ସାହାଯ୍ୟକାରୀଙ୍କ ସହାୟତା ମିଳିବ। ମନରେ ଶାନ୍ତିର ବାତାବର ରଣ ସୃଷ୍ଟି ହେବ। ଋଣ ପରିଶୋଧ କରିବେ। ଭ୍ରାତୃଭାବ ଅତୁଟ ରହିବ।  ବ୍ୟୟକୁ ସଙ୍କୁଚିତ କରିପାରନ୍ତି।

କୁମ୍ଭ:  ବିଦ୍ୟାର୍ଥୀଙ୍କ ଭଳି ନାନା ଶାସ୍ତ୍ରୀୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ସ୍ୱଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ନେହଶ୍ରଦ୍ଧା ଅତୁଟ ରହିବ। ତେଜିୟାନ୍ ଓ କୋମଳ ହୃଦୟର ହେବେ।

ମୀନ: କୃଷି କ୍ଷେତ୍ର ଲାଭଦାୟକ ହେବ। ଯାନବାହନ ସୁଖ ଭୋଗ କରିପାରନ୍ତି। ବାସଗୃହ ପ୍ରଦୂଷଣ ଣମୁକ୍ତ ରହିବ। ବନ୍ଧୁ ସହାୟତ ୟତା ପାଇ ଖୁସି ଖୁସି ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁଖୀ ହେବେ ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories