ଟ୍ରମ୍ପଙ୍କ ବିଳାପ: କହିଲେ ଭାରତ ଏବେ ଯାହା କରୁଛି ତାକୁ ମୁଁ ପସନ୍ଦ କରୁନି, କିନ୍ତୁ ମୁଁ ସବୁବେଳେ ମୋଦୀଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ସ୍ଵତନ୍ତ୍ର
ଫେସବୁକ, ହ୍ବାଟ୍ସଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ସମେତ ୨୬ ଆପ୍ ନିଷିଦ୍ଧ କଲା ନେପାଳ, ଆଦେଶ ପାଳନ ନ କରିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ସରକାର..
ଭୁବନେଶ୍ଵର: ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ
କେବଳ ଟ୍ବିନ୍ ସିଟି ନୁହେଁ , ସବୁ ମ୍ୟୁନିସିପାଲଟି ଅଞ୍ଚଳରେ କାମ ହେବ , ବୈଠକ ପରେ ସୂଚନା ଦେଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମ୍ୟୁନିସିପାଲଟି ଓ ମ୍ୟୁନିସିପାଲ କର୍ପୋରେସନ୍ ସହ ମିଶି ଆଜିଠି ଆରମ୍ଭ କାମ ଆରମ୍ଭ..
ଆତଙ୍କବାଦୀଙ୍କ ଦେଶକୁ ଯିବି ନାହିଁ; ପୁଟିନଙ୍କ ସହ ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ ଜେଲେନ୍ସକି..
ଅନୁଗୁଳ : ଅଟୋ ଉପରେ ମାଡିଗଲା କାର୍, ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣାରେ ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି..



