www.samajalive.in
Monday, December 8, 2025
16.1 C
Bhubaneswar

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ବର୍ଷ ୨୦୨୫ର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ । ଏହି ଦିନ ଭାଦ୍ରବ ପୂର୍ଣ୍ଣିମା ଓ ପିତୃପକ୍ଷର ସଂଯୋଗ ମଧ୍ୟ । ଶାସ୍ତ୍ର ଅନୁସାରେ ଦୀର୍ଘ ୫୦ ବର୍ଷ ପରେ ଏହି ସମୟରେ ଶନି ଓଲଟା ଚଳନ କରିବା ସହ ଗୁରୁ ଗ୍ରହ ଉଦୟ ମଧ୍ୟ ହେବେ । ଏହି କାରଣରୁ ଏହି ଚନ୍ଦ୍ରଗ୍ରହଣ ଖୁବ୍‌ ଖାସ୍‌ । ଚନ୍ଦ୍ରଗ୍ରହଣରେ ରାହୁ-ଚନ୍ଦ୍ରମା ଏକାଠି ହେବା ଦ୍ୱାରା ଗ୍ରହଣ ଯୋଗ ସହ ଏହି ଗ୍ରହଣ ଗୁରୁଙ୍କ ନକ୍ଷତ୍ର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ହେବ ।

ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣରେ ବିଶେଷ ସଂଯୋଗ ହେବାକୁ ଯାଉଛି । ଗ୍ରହଣ ସ୍ପର୍ଶର ସମୟ ରାତି ୯ଟା ୫୮ ମିନିଟ୍‌ରୁ ଆରମ୍ଭ ହୋଇ ୧ଟା ୨୬ ମିନିଟ୍‌ରେ ଶେଷ ହେବ । ତେବେ ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ଶୁଭଫଳ ମିଳିବ..

- Advertisement -

ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଧନ ମାମଲାରେ ଓ କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ହଠାତ୍‌ ଅଟକି ଥିବା କାମରେ ସଫଳତା ମିଳିବ । ଧନ ରୋଜଗାରର ନୂଆ ମାଧ୍ୟମ ମିଳିବ ।

କର୍କଟ- ସମ୍ପର୍କ ମଜଭୁତ ହେବା ସହ ଅନେକ କାମରେ ସଫଳତା ମିଳିବ । ଭୁଲ୍‌ ବୁଝାମଣା ଦୂର ହେବ । ଅନେକ କାମରେ ସଫଳତା ମିଳିବ । ଚିନ୍ତା ଦୂର ହେବ ।

ବିଛା- ଭାଗ୍ୟର ଦ୍ୱାର ଖୋଲିଯିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ହଠାତ୍‌ ଧନ ମିଳିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ନୂଆ କାମ ଓ ସମ୍ପର୍କ ଆରମ୍ଭ ହେବ ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories