www.samajalive.in
Monday, December 8, 2025
14.1 C
Bhubaneswar

ରୁଷ୍‌ର ଜିପିଏସ୍‌ ଜାମରରେ ଫସିଲା ଇୟୁ ମୁଖ୍ୟଙ୍କ ବିମାନ

ସୋଫିଆ: ରୁଷର ଜିପିଏସ୍‌ ଜାମରରେ ଫସିଛି ୟୁରୋପୀୟ ୟୁନିୟନ(ଇୟୁ) ମୁଖ୍ୟ ଉର୍ସୁଲା ଭୋନ ଡେର ଲେୟେନଙ୍କ ବିମାନ। ଉର୍ସୁଲାଙ୍କୁ ନେଇ ଯାଉଥିବା ବିମାନ ବୁଲଗେରିଆରେ ଅବତରଣ କରିବା ସମୟରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ ହେଉଛି ରୁଷ୍‌ର ଜାମରରେ ବିମାନଟି ଫସିଯାଇଥିଲା। ତେବେ ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ଉର୍ସୁଲାଙ୍କ ବିମାନକୁ ଏହାର ଜାମରରେ ଫସାଇଥିଲା ନା ଏହା ସ୍ବତଃ ଫିସଥିଲା ତାହା ଜଣାପଡି ନାହିଁ। ଉର୍ସୁଲାଙ୍କ ମୁଖପାତ୍ର ଆରିଆନା ପୋଡେସ୍ତା କହିଛନ୍ତି ଯେ ଇୟୁ ମୁଖ୍ୟଙ୍କୁ ନେଇ ଯାଉଥିବା ବିମାନଟି ସୁରକ୍ଷିତ ଭାବେ ପୋଲଭଡିଭ୍ ଆନ୍ତର୍ଜାତିକ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ଜାମରରେ ଫସିବା ସତ୍ତ୍ବେ ବିମାନଟି ଏହାର ଗତିପଥ ପରିବର୍ତ୍ତନ କରି ନଥିଲା।

୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories