www.samajalive.in
Sunday, December 7, 2025
18.1 C
Bhubaneswar

ପୁଟିନ୍‍ଙ୍କୁ ଭେଟିବା ପରେ କଣ କହିଲେ ମୋଦୀ

ସମାଜ ଡିଜିଟାଲ ଡେସ୍କ: ଚୀନ୍‍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନ୍‍ଙ୍କୁ ଭେଟିଛନ୍ତି । ପୁଟିନଙ୍କ ସହ ସାକ୍ଷାତକୁ ସବୁବେଳେ ଏକ ସୁଖଦ ଏବଂ ଆନନ୍ଦଦାୟକ ଅଭିଜ୍ଞତା ବୋଲି ବର୍ଣ୍ଣନା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନିଜ ଏକ୍ସରେ ପୁଟିନଙ୍କ ସାକ୍ଷାତ ବେଳେର ଫଟୋ ପୋଷ୍ଟ କରିଛନ୍ତି । ଏହି ସାକ୍ଷାତକାର ତାଙ୍କୁ ଖୁବ୍‍ ଆନନ୍ଦ ଦେଇଛି ବୋଲି ସେ କହିଛନ୍ତି । ଏହାସହିତ ପ୍ରଧାନମନ୍ତୀ ମୋଦୀ ପୁଟିନ୍‍ ଏବଂ ଜିନ୍‍ପିଙ୍ଗଙ୍କ ସହ ତାଙ୍କର ମତାମତ ସେୟାର କରିଛନ୍ତି । ମୋଦୀ କହିଛନ୍ତି ଯେ ତିଆନଜିନରେ ଆଲୋଚନା ଜାରି ରହିଛି । ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସହ ମତ ବିନିମୟ କରିଛନ୍ତି ।

- Advertisement -

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories