www.samajalive.in
Sunday, December 7, 2025
18.1 C
Bhubaneswar

ଗଣେଶ ପୂଜା ପାଇଁ ପ୍ରସ୍ତୁତ କରନ୍ତୁ ଏହି ଖାସ୍‌ ମିଠା

ଆବଶ୍ୟକ ସାମଗ୍ରୀ
ସୁଜି
କ୍ଷୀର – ଆବଶ୍ୟକ ପରିମାଣରେ
ପେଷା ଚିନି – ୧ କପ
କାଜୁ –
ପେସ୍ତା ବାଦାମ
ବାଦାମ – ୧୦ ରୁ ୧୨ ଟି
ଘିଅ – ଆବଶ୍ୟକ ଅନୁଯାୟୀ
ମିଲକି ମେଡ୍‍଼ – ଆବଶ୍ୟକ ଅନୁଯାୟୀ
ମୋଦକ ଛାଞ୍ଚ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ସୁଜି ଭାଜନ୍ତୁ। ଭାଜି ହେବା ପରେ ଏଥିରେ କ୍ଷୀର , ମିଲକି ମେଡ଼୍‍, ଚିନି ପକାଇ ଭଲ ଭାବେ ଗୋଳାନ୍ତୁ, ଏହାକୁ ବହଳିଆ କରନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କାଜୁ, ବାଦାମ , ପେସ୍ତା ବାଦାମକୁ ଛୋଟ ଛୋଟ ଫାଳ କରି, ଗ୍ୟାସରେ ଆଉ ଏକ କଡ଼େଇ ବସାଇ କିଛି ସମୟ ଏହାକୁ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ମୋଦକ ଛାଞ୍ଚରେ ପାତ୍ରରେ ରଖିଥିବା ସୁଜି ଓ ଭଜା ହୋଇଥିବା ବାଦାମ, ପେସ୍ତା, କାଜୁକୁ ଭରନ୍ତୁ। ଭରିବା ବେଳେ ଛାଞ୍ଚଟିକୁ ଚାପି କରି ରଖନ୍ତୁ ଓ ପୁର ଭଳି ଭରିବା ପରେ ଷ୍ଟାଣ୍ଡଟିକୁ ଖୋଲି ପ୍ରସ୍ତୁତ ମୋଦକକୁ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୋଦକ।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories