www.samajalive.in
Wednesday, December 10, 2025
15.1 C
Bhubaneswar

ଖଣ୍ଡଗିରି ଓଭର ବ୍ରିଜରେ ଅସମ୍ଭାଳ ଭିଡ଼

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ପାର୍ବଣ ପୂର୍ବରୁ ଅସମ୍ଭାଳ ଭିଡ଼ି ହେଉଛି । ଆଜି ଭୁବନେଶ୍ୱର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଓଭର ବ୍ରିଜ୍‍ ଉପରେ ଶହ ଶହ ଗାଡି ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଓଭର ବ୍ରିଜ୍‍ ଉପରେ ମରାମତି ଚାଲିଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା ମିଳିଛି । ଆଚାର୍ଯ୍ୟ ବିହାର ପଟୁ ଆସୁଥିବା ଗାଡି ଗୁଡିକ ବରମୁଣ୍ଡା ଓଭର ବ୍ରିଜ୍‍ ପାର ହେବା ପରେ ଖଣ୍ଡଗିରି ପାଖରେ ଡାଇଭଟ ହୋଇ ପୁଣି ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଚଢି ଯାଉଛନ୍ତି । ଫଳରେ ବରମୁଣ୍ଡାରୁ ଡୁମୁଡୁମା ଯାଏଁ ଯିବାକୁ ଘଣ୍ଟେରୁ ଅଧିକ ସମୟ ଲାଗୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories