www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; କୁମ୍ଭୀରକୁ ଦେଉଥିଲେ ମାଂସ ଖଣ୍ଡ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କୁମ୍ଭୀର ଆକ୍ରମଣର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହାକୁ ଦେଖିଲେ ଭୟଭୀତ ଲାଗିବା ସାଧାରଣ କଥା । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇଦେଇଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।


ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ହାତରେ କିଛି ମାଂସ ନେଇ କୁମ୍ଭୀରକୁ ଖାଇବାକୁ ଦେବାକୁ ଚେଷ୍ଟା କରୁଛନ୍ତି । ମାତ୍ର କୁମ୍ଭୀର ତାଙ୍କ ନିକଟତର ହେବା ସହ ହଠାତ୍‌ ତାଙ୍କ ହାତରୁ ମାଂସ ଖଣ୍ଡ ନେଇଯାଉଛି । ବ୍ୟକ୍ତି ଜଣକ ସେଠାରେ ଭୟରେ ପଡି ଯାଉଛନ୍ତି । ଏହାପରେ କୁମ୍ଭୀର ତାଙ୍କ ଆଡକୁ ମାଡି ଆସୁଛି । ଅନ୍ୟ ଜଣେ ବ୍ୟକ୍ତି ଆସି କୁମ୍ଭୀରକୁ ଅଟକାଇବାକୁ ଚେଷ୍ଟା କରିବା ପରେ କୁମ୍ଭୀର ଅଟକି ଯାଉଛି । ନଚେତ୍‌ ଏକ ବଡ ଅଘଟଣ ଘଟି ଥାନ୍ତା । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି ।

ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories