www.samajalive.in
Tuesday, December 9, 2025
19.1 C
Bhubaneswar

ଲାଇଫ୍‌ଗାର୍ଡଙ୍କ ଯୋଗୁଁ ବଞ୍ଚିଗଲେ ପର୍ଯ୍ୟଟକ

ଗୋପାଳପୁର – ଲାଇଫ୍‌ଗାର୍ଡଙ୍କ ଯୋଗୁଁ ବଞ୍ଚିଗଲେ ପର୍ଯ୍ୟଟକ । ଗୋପାଳପୁର ସମୁଦ୍ରରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୬ ଟା ସମୟରେ ଜଣେ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଉପସ୍ଥିତ ଥିବା ଲାଇଫଗାର୍ଡ ଜି.ଚିଟି ବାବୁ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

ସୂଚନା ଅନୁସାରେ ସୋରଡ଼ା ଅଞ୍ଚର ରାକେଶ କୁମାର ଜେନାଙ୍କ ସମେତ ୩ ଜଣ ସାଙ୍ଗ ଗୋପାଳପୁର ବୁଲିବାକୁ ଆସି ହୋଟେଲ ସି ସାଇଡ ବ୍ରିଜ ନିକଟରେ ଥିବା ବେଳାଭୂମି ଠାରେ ଗାଧୋଉ ଥିଲେ । ଏହା ସମୟରେ ଅସାବଧାନତା ହେତୁ ରାକେଶ ସମୁଦ୍ର ସ୍ରୋତରେ ଭିତରକୁ ପ୍ରାୟ ଏକ ଶହ ମିଟର ଚାଲି ଯାଇଥିଲେ । ବେଳାଭୂମିରେ ନିୟୋଜିତ ଲାଇଫଗାର୍ଡ ଜି.ଚିଟି ବାବୁ,ଜି.କାଳୀ ଶଙ୍କର ଘଟଣା ସ୍ତଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ପୁଲିସଙ୍କ ସହାୟତାରେ ରାଜେଶ କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଉପରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories