www.samajalive.in
Tuesday, December 9, 2025
26.1 C
Bhubaneswar

ଓସ୍କାର-୨୦୧୯: ଜାଣନ୍ତୁ କିଏ ପାଇଲେ ଏହି ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର ‘ଓସ୍କାର ଆୱାର୍ଡ’ ସୋମବାର ପ୍ରଦାନ କରାଯାଇଛି। ଆମେରିକାର ଲସ୍‌ ଏଞ୍ଜେଲ୍ସସ୍ଥିତ ଡଲବି ଥିଏଟରରେ ବିଶ୍ଵର ନାମୀଦାମୀ କଳାକାର ୯୧ତମ ଓସ୍କାର ପୁରସ୍କାର ପାଇଛନ୍ତି। କେଉଁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଏବଂ ନିର୍ଦେଶକ ଏହି ପୁରସ୍କାର ପାଇଛନ୍ତି ତାହାର ତାଲିକା ଏଠାରେ ଉପସ୍ଥାପନ କରାଯାଇଛି।

ଶ୍ରେଷ୍ଠ ଚଳଚ୍ଚିତ୍ର: ଗ୍ରୀନ ବୁକ୍‌

- Advertisement -

ଶ୍ରେଷ୍ଠ ଅଭିନେତା: ରାମି  ମାଲେକ(ବୋହେମିଆନ ରାପସୋଡି)

ଶ୍ରେଷ୍ଠ ଅଭିନେତ୍ରୀ: ଓଲିଭିଆ କୋଲମ୍ୟାନ(ଦ ଫେଭରାଇଟ୍‌)

ଶ୍ରେଷ୍ଠ ନିର୍ଦେଶକ: ଆଲଫନସୋ କୁଏରନ(ରୋମା)

ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା: ମହେରଶାଲା ଅଲି(ଗ୍ରୀନ ବୁକ୍‌)

ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ: ରେଜିନା କିଙ୍ଗ(ଇଫ୍‌ ବିଏଲ ଷ୍ଟ୍ରିଟ୍‌ କୁଡ୍‌ ଟକ୍‌)

ଲେଖକ(ରୂପାନ୍ତରିତ ଚିତ୍ରନାଟ୍ୟ): ବ୍ଲାକଲାନ୍ସମ୍ୟାନ(ଚାର୍ଲି ୱାଚେଲ ଓ ଡେଭିଡ ରାବିନୋୱିଜ ଏବଂ କେଭିନ ୱିଲମଟ ଓ ସ୍ପାଇକ ଲିଙ୍କ ଦ୍ବାରା ଲିଖିତ)

ଲେଖକ(ମୂଳ ଚିତ୍ରନାଟ୍ୟ): ଗ୍ରୀନ ବୁକ୍‌(ନିକ୍‌ ଭାଲେଲୋଙ୍ଗା, ବ୍ରାଏନ କ୍ୟୁରି, ପିଟିର ଫରେଲିଙ୍କ ଦ୍ବାରା ଲିଖିତ)

ଚଳଚ୍ଚିତ୍ର ସମ୍ପାଦନା: ଜନ ଓଟମ୍ୟାନ(ବୋହେମିଆନ ରାପସୋଡି)

ସିନେମାଟୋଗ୍ରାଫି: ଆଲଫନସୋ କୁଏରନ(ରୋମା)

ପ୍ରଯୋଜନା ରୂପାଙ୍କନ: ହାନାଃ ବିଚଲର୍‌(ବ୍ଲାକ ପାନ୍ଥର)

ଭିଜୁଆଲ ଇଫେକ୍ଟସ: ପଲ୍‌ ଲାମ୍ବର୍ଟ, ଇଆନ ହଣ୍ଟର, ଟ୍ରିଷ୍ଟାନ ମାଇଲ୍ସ ଏବଂ ଜେ.ଡି. ସ୍କଲ୍ମ(ଫାର୍ଷ୍ଟ ମ୍ୟାନ)

ପୋଷାକ  ସାଜସଜ୍ଜା: ରୁଥ୍‌ କାର୍ଟର(ବ୍ଲାକ ପାନ୍ଥର)

ମେକ୍‌ ଅପ ଏବଂ କେଶ ସଜ୍ଜା: ଗ୍ରେଗ୍‌ କ୍ୟାନମ, କେଟ୍‌ ବିସ୍କୋ ଏବଂ ପାଟ୍ରିସିଆ ଦେହାନୀ(ଭାଇସ୍‌)

ବୈଦେଶିକ ଭାଷା ଚଳଚ୍ଚିତ୍ର: ରୋମା(ମେକ୍ସିକୋ)

ଆନିମେଟେଡ୍‌ ଫିଚର୍‌ ଫିଲ୍ମ: ସ୍ପାଇଡରମ୍ୟାନ: ଇନଟୁ ଦ ସ୍ପାଇଡର ଭର୍ସ

ମ୍ୟୁଜିକ(ଅରିଜିନାଲ ସ୍କୋର): ଲୁଡୱିଗ ଗୋରାନସନ(ବ୍ଲାକ ପାନ୍ଥର)

ଶବ୍ଦ ସମ୍ପାଦନା: ଜନ ୱାରହର୍ଷ୍ଟ ଏବଂ ନିନା ହାର୍ଟଷ୍ଟୋନ

ଶବ୍ଦ ମିଶ୍ରଣ: ପଲ ମାସି, ଟିମ୍‌ କ୍ୟାଭେଜିନ ଓ ଜନ୍‌ କାସାଲି(ବୋହେମିଆନ ରାପସୋଡି)

କ୍ଷୁଦ୍ର ଚଳଚ୍ଚିତ୍ର(ଆନିମେଟେଡ୍‌): ବାଓ(ଡମି ଶି ଏବଂ ବେକି ନେଇମାନ)

କ୍ଷୁଦ୍ର ଚଳଚ୍ଚିତ୍ର(ଲାଇଭ ଆକ୍ସନ): ସ୍କିନ୍‌(ଗେ ନେଟିଭ ଏବଂ ଜେମି ରେ ନ୍ୟୁମ୍ୟାନ)

ପ୍ରମାଣିକ ଚଳଚ୍ଚିତ୍ର(ଫିଚର): ଫ୍ରି ସୋଲୋ

ପ୍ରମାଣିକ ଚଳଚ୍ଚିତ୍ର(ଶର୍ଟ ସବଜେକ୍ଟ): ପିରିୟଡ. ଏଣ୍ଡ  ଅଫ ସେଣ୍ଟେନ୍ସ

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories