www.samajalive.in
Sunday, December 7, 2025
26.1 C
Bhubaneswar

ପରିବେଶ ସୁରକ୍ଷା ପାଇଁ ଦକ୍ଷ ନେତୃତ୍ୱ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର:  ଏଏସ୍‍ ବିଏମ୍‍ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଯୁବ ସମ୍ମିଳନୀ-୨୦୨୫ ରବିବାର ଦିନ ଉଦଘାଟିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ରୁ ଅଧିକ ବିଶେଷଜ୍ଞ, ପରିବେଶବିତ ଏବଂ ସମାଜ ସଂସ୍କାରକ ଯୋଗ ଦେଇଥିଲେ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାହସୀ, ପ୍ରତିଭାବାନ ଓ ସଚେତନ ଯୁବ ଶକ୍ତି ପାଇଁ ଓଡ଼ିଶା ଗର୍ବିତ। ଆମର ଏହି ଯୁବ ଶକ୍ତି ବିକଶିତ ଓଡ଼ିଶା ନିର୍ମାଣରେ ମୁଖ୍ୟ ଆୟୁଧ ସାଜିବେ । ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଏକ କାର୍ଯ୍ୟ ନୁହେଁ ବରଂ ଏହା ରାଷ୍ଟ୍ରବାଦ ବୋଲି ରାଜ୍ୟପାଳ କହିଥିଲେ ।

ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ କହିଥିଲେ, ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନ ସହ ଲଢ଼ିବା ପାଇଁ ଆମର ଯୁବ ସମାଜ ପରବର୍ତ୍ତ ପିଢ଼ି ପାଇଁ ପ୍ରେରଣା ସାଜିବେ । ୟୁନିସେଫ୍ ଓଡ଼ିଶାର ୱିଲିୟମ୍‌ ହାନ ନଲୋନ୍ ବନ ବିଭାଗର ସ୍ଵତନ୍ତ୍ର ସଚିବ କେ ଏସ୍ ପ୍ରଦୀପ, ସୁଜିତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

- Advertisement -

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories