www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଲଖନଉର ଭାଇରାଲ୍‌ ହୋଇଥିବା ଏକ ଭିଡିଓ ଦେଖି ଲୋକେ ଖୁବ୍‌ କ୍ରୋଧ ପ୍ରକାଶ କରିବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଘଟଣା କ୍ରମେ ଏଠାରେ ଜଣେ ଡେଲିଭରି ବଏ ଗ୍ରାହକଙ୍କୁ ଜିନିଷ ଦେବାକୁ ପହଞ୍ଚିଥିଲେ । ମାତ୍ର ଡେଲିଭରି ବଏ ଜଣକ ପ୍ରଥମ ମହଲାକୁ ଖାଦ୍ୟ ପହଞ୍ଚାଇବାକୁ ମନା କରି ଦେଇଥିଲେ । ବାସ୍‌ ଏତିକିରେ ଗ୍ରାହକ ଜଣକ ଡେଲିଭରି ବଏ ଉପରେ ଖୁବ୍‌ ରାଗି ଯାଇଥିଲେ ।


ଗ୍ରାହକ ଜଣକ ଘରୁ ତଳକୁ ଆସି ଡେଲିଭରି ବଏକୁ ମାରିବା ଆରମ୍ଭ କରୁଛନ୍ତି । ଚାପୁଡା ପରେ ଚାପୁଡା ମାରୁଛନ୍ତି । ଘଟଣାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଲୋକେ ଏହାକୁ ଦେଖି କ୍ରୋଧ ପ୍ରକାଶ କରିଛନ୍ତି । ପ୍ରଥମେ ଗ୍ରାହକ ଜଣକ ଡେଲିଭରି ବଏକୁ ଚାପୁଡା ତା’ରେ ତାଙ୍କ ହାତ ମୋଡିବା ସହ ତଳେ ପକାଇ ମାଡ ମାରିଚାଲିଛନ୍ତି । ଲୋକେ ଭିଡିଓ ଦେଖି ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

୧୮ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ-କେତୁ : ଏହି ରାଶିଙ୍କୁ ଦେବେ ଧନ ଠାରୁ ଆରମ୍ଭ କରି ବିବାହ ସବୁଥିରେ ସଫଳତା, ଦୂର ହେବ ଚିନ୍ତା..

- Advertisement -

ଦେଖନ୍ତୁ ଭିଡିଓ .. ମାନବିକତା ଦେଖାଇଲେ ଟ୍ରାଫିକ୍‌ ପୁଲିସ; ମୃତ୍ୟୁ ମୁହଁରୁ ରକ୍ଷା କଲେ କାର୍‌ ଚାଳକଙ୍କ ଜୀବନ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories