www.samajalive.in
Sunday, December 7, 2025
26.1 C
Bhubaneswar

ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ କିଣି ଆଣନ୍ତୁ ଏସି, ସ୍ମାର୍ଟଫୋନ୍‌, ଟିଭି..

ନୂଆଦିଲ୍ଲୀ : ଆମାଜନ୍‌ରେ ଗ୍ରେଟ୍‌ ଫ୍ରିଡମ୍‌ ଫେଷ୍ଟିବାଲ୍‌ ସେଲ୍‌ ଆରମ୍ଭ ହୋଇ ସାରିଛି । ଏହି ସେଲ୍‌ର ଲାଭ ଉଠାଇ ଆପଣ ଅନେକ ଜିନିଷକୁ ଶସ୍ତାରେ କିଣି ପାରିବେ । ସେଲ୍‌ରେ ଆପଣଙ୍କୁ ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ଅଫର୍‌ରେ ମିଳୁଛି । ୧୦ ହଜାର ଟଙ୍କାରୁ ମଧ୍ୟ କମ୍‌ ଦାମ୍‌ରେ ୫ଜି ଫୋନ୍‌ କିଣି ପାରିବେ ।
ସେଲ୍‌ରେ କେବଳ ସ୍ମାର୍ଟଫୋନ୍‌ ନୁହେଁ ବରଂ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ମିଳିବ । ଇୟରବଡସ୍‌ ଓ ସ୍ମାର୍ଟୱାଚ୍‌ ପ୍ରାୟ ୮୦ ପ୍ରତିଶତ ରିହାତିରେ ମିଳୁଛି ।
ସେହିପରି ସେଲ୍‌ରେ ସାମ୍‌ସଙ୍ଗ, ସୋନି, ଏଲଜି, ଏମଆଇ, ଟିସିଏଲ, ଏସର୍‌ର ଟିଭିରେ ମଧ୍ୟ ଅଫର୍‌ ମିଳୁଛି । ଏଥିରେ ଏକ୍ସଚେଞ୍ଜ ଅଫର୍‌ ସହ ଜବରଦସ୍ତ ରିହାତି ମଧ୍ୟ ମିଳୁଛି ।
ଏହା ବ୍ୟତୀତ ୱାଶିଙ୍ଗ୍‌ ମେସିନ୍‌ ଓ ଏସିରେ ମଧ୍ୟ ୬୦ ପ୍ରତିଶତ ରିହାତିରେ କିଣି ପାରିବେ ।
ଅନ୍ୟାନ୍ୟ ଜିନିଷରେ ମଧ୍ୟ ୮୦ ପ୍ରତିଶତ ରିହାତି ମିଳୁଛି । ସମସ୍ତ ଅଫର୍‌ର ଫାଇଦା ଉଠାଇବା ସହ ଏସବୁ ଜିିନିଷକୁ ଅଧା ଦାମ୍‌ରେ କିଣି ପାରିବେ । ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଜିନିଷ ଉପରେ ୪୦ ପ୍ରତିଶତ ରିହାତି ମିଳୁଛି ।

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

- Advertisement -

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories