www.samajalive.in
Sunday, December 7, 2025
18.1 C
Bhubaneswar

ଦେଖନ୍ତୁ ମନଛୁଆଁ ଭିଡିଓ ; ମାଆ କୋଳରେ ଶୋଇଛି କୁନି ହାତୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ବେଶ ମନଛୁଆଁ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ହାତୀର ଅନେକ ଭିଡିଓ ତ ଦେଖିଥିବେ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓଟି ଏକ ଛୁଆ ଓ ମାଆ ହାତୀର । ଭିଡିଓରେ ଦେଖିପାରିବେ, ଏକ ହାତୀଟି ଶୋଇଛି । ମାଆ ହାତୀର କୋଳରେ କୁନି ହାତୀ ବେଶ୍‌ ଆରାମରେ ଶୋଇଛି । ହାତୀଟି ବେଶ ଆନନ୍ଦରେ ଗଭୀର ନିଦରେ ଶୋଇଛି ।


ଏହି ମନଛୁଆଁ ଭିଡିଓକୁ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି ।

ବଡ ଖୁସି ନେଇ ଆସୁଛି ଅଗଷ୍ଟ.. ଗ୍ରହଙ୍କ ମହାଚଳନ: ଧନର ଗଦିରେ ଶୋଇବେ ଏହି ରାଶି, ହଠାତ୍‌ ହେବେ କୋଟିପତି, ମିଳିବ ଏସବୁ ସଫଳତା..

- Advertisement -

୭୦ ବର୍ଷୀୟ ବୃଦ୍ଧଙ୍କୁ କାମୁଡି କାମୁଡି ଜୀବନ ନେଲେ ବୁଲା କୁକୁର

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories