ବାଂଲାଦେଶ ଢାକାରେ ବିମାନ ଦୁର୍ଘଟଣା.. ଢାକାର ଏକ କଲେଜ ଉପରେ ଖସିପଡ଼ିଲା ବିମାନ.. ଜଣେ ମୃତ, ଏକାଧିକ ଆହତ ସୂଚନା..
ବଳଙ୍ଗା ନାବାଳିକାଙ୍କୁ ପୋଡିଦେବା ଘଟଣା.. ବଳଙ୍ଗାରେ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍.. ପୀଡିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ଯାଇ ପଚରାଉଚରା..
ଦମକଳ ଗାଡ଼ି ଧକ୍କାରେ କଲେଜ କଲେଜ ଛାତ୍ର ମୃତ.. ଚାଳକଙ୍କୁ ଅଟକ ରଖି ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ.. ପୁରୀ ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଦୁର୍ଘଟଣା..
ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ.. ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ..
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ.. ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହଙ୍ଗାମା.. ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଜବାବ ମାଗିଲେ ବିରୋଧୀ.. ଘନ ଘନ ଗୃହ ମୁଲତବୀ..



