www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଓଡ଼ିଆ ଅଭିନେତା ପାର୍ଥସାରଥୀ ରାୟ ଗିରଫ.. କୋର୍ଟଙ୍କ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରଓ୍ବାନା..

ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ.. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା..

- Advertisement -

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ କଂଗ୍ରେସକୁ ଫେରିଲେ.. ୨୦୧୯ରେ ବିଜେଡି ଟିକେଟରେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ.. କାଲି ବିଜେଡିରୁ ଇସ୍ତଫା ଦେଇଥିଲେ, ଆଜି କଂଗ୍ରେସରେ ମିଶିଲେ..

ନେପାଳ ବନ୍ୟା.. ଏପର୍ଯ୍ୟନ୍ତ ୯ ମୃତ, ୧୯ ନିଖୋଜ.. ଉଦ୍ଧାର କାର୍ଯ୍ୟ ଜାରି.. ମଙ୍ଗଳବାର ସକାଳେ ହଠାତ୍‌ ମାଡ଼ି ଆସିଥିଲା ବନ୍ୟା..

ଗଞ୍ଜେଇ ଯାଞ୍ଚବେଳେ ୧ କୋଟିରୁ ଅଧିକ ଟଙ୍କାର ରୁପା ଜବତ.. ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ୍‌ କାର୍ଯ୍ୟାଳୟ ଛକ ନିକଟରେ କାର୍‌ ଭିତରୁ ମିଳିଲା ଏକ କୋଟିରୁ ଅଧିକ ଟଙ୍କାର ରୁପା.. ଏକ କୁଇଣ୍ଟାଲ ୧୦ କେଜି ରୁପା ଇଟା ଜବତ.. ଘଟଣାରେ ୨ ଜଣ ଗିରଫ ସୂଚନା..

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories