www.samajalive.in
Sunday, December 7, 2025
13.1 C
Bhubaneswar

ଅପରାହ୍ଣ ୫ଟା ମୁଖ୍ୟ ଖବର

ଆଜି ଭାରତ ବନ୍ଦ ଡାକରା
ଦେଶବ୍ୟାପି ଶ୍ରମିକ ସଙ୍ଗଠନର ଧର୍ମଘଟ
୧୦କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି..

ଭୁବନେଶ୍ୱରରେ ବନ୍ଦର ପ୍ରଭାବ
ଜୟଦେବ ବିହାର ଜାତୀୟ ରାଜପଥ ଭାରତ ବନ୍ଦ ଡାକରା ନେଇ ରାସ୍ତାରୋକ
ବିଭିନ୍ନ ସଂଗଠନ ପକ୍ଷରୁ ଡୁମୁଡୁମା ଛକ ଠାରେ ରାସ୍ତା ରୋକ

- Advertisement -

ଜାରି ରହିବ ଷ୍ଟିଅରିଂ ଛାଡ ଆନ୍ଦୋଳନ, ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ
ମନ୍ତ୍ରୀ କହିଲେ ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ..

ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶର..

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ
ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଯୁବକ
ସୁରକ୍ଷା ଉପରେ ପ୍ରଶ୍ନ ନେଇ ଏସପି କହିଲେ ମେଘନାଦ ପାଚେରି କଡରେ ମାଟି କିଏ ପକାଇଥିଲା ତଦନ୍ତ ହେବ..

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍‍
ଜାମିନ ପ୍ରଧାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‍
୩୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି ଦୌରାଜଜ୍‍..

୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ ଘୋଷଣା : ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେବାବେଳେ ଦେଲେ ସୂଚନା
ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୬ଟି ପଦ ଖାଲି ଅଛି , ଶୀଘ୍ର ହେବ ସଂପ୍ରସାରଣ..

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା,

ଆଇପିଏସ୍‍ ସ୍ତରରେ ଅଦଳବଦଳ
ସଞ୍ଜୀବ ପଣ୍ଡା ହେଲେ ଏଡିଜି ନକ୍ସଲ ବିରୋଧୀ ଅପରେସନ୍‍
ଅଖିଳେଶ୍ୱର ସିଂ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି
କେଭି ସିଂ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି..

ଦେଖନ୍ତୁ ଭିଡିଓ ; କ୍ୟାଣ୍ଟିନ୍‌ ମାଲିକଙ୍କୁ ଚାପୁଡା ପରେ ଚାପୁଡା ମାରିଲେ ବିଧାୟକ, ଜାଣନ୍ତୁ କାରଣ..

ସି-ସୋର ଚିଟଫଣ୍ଡ ଠକେଇ: ରବି ଜେନାଙ୍କ ଅଡୁଆ ବଢିଲା
ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ..

ରାଜସ୍ଥାନ : ବାୟୁସେନାର ଯୁଦ୍ଧବିମାନ କ୍ରାସ୍, ପାଇଲଟ ମୃତ..

ବିଧାୟକଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ..

ବଡ ଅଘଟଣ ; ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ, ଦେଖନ୍ତୁ ଛାତିଥରା ଦୃଶ୍ୟ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories