www.samajalive.in
Monday, December 8, 2025
14.1 C
Bhubaneswar

ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଦିଏ ଏହି ସଙ୍କେତ ; ଏମିତି ପାଆନ୍ତୁ ମୁକ୍ତି

ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ନିୟମ ବର୍ଣ୍ଣନା କରାଯାଇଛି । ଖାଦ୍ୟକୁ ନେଇ ମଧ୍ୟ କିଛି ନିୟମ ରହିଛି । କେତେକ ସମୟରେ ଖାଦ୍ୟରୁ କେଶ ବାହାରୁ ଥିବା ଦେଖାଯାଏ । କୋଚିତ୍‌ ଏଭଳି ହେବା ସାଧାରଣ କଥା । ମାତ୍ର ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଏହା ଶୁଭ ସଙ୍କେତ ନୁହେଁ । ଏଭଳି ହେଲେ ସାବଧାନ ହେବା ଉଚିତ୍‌ । ଖାଦ୍ୟରେ କେଶ ବାହାରିବା ଜାତକରେ ରାହୁଙ୍କ ସ୍ଥିତି ସହ ଅନ୍ୟାନ୍ୟ କିଛି ସଙ୍କେତ ମଧ୍ୟ ଦେଇଥାଏ । ଜାଣନ୍ତୁ..

ଭୋଜନ ଆରମ୍ଭ କରିବା ସମୟରେ ଖାଦ୍ୟ ଥାଳିରୁ ବାରମ୍ବାର କେଶ ବାହାରିବା ଜାତକରେ ରାହୁଙ୍କ ସ୍ଥିତି ଦୁର୍ବଳ ଥିବା ଅର୍ଥାତ୍‌ ଭଲ ନଥିବା ସଙ୍କେତ ଦିଏ । ଫଳରେ ଧନହାନୀ ହୋଇଥାଏ । ଧନର ଅଭାବ ଲାଗି ରହିଥାଏ । ଚିନ୍ତା ଲାଗି ରହିଥାଏ ।

ଦୀର୍ଘ ବର୍ଷ ପରେ ଜୁଲାଇ ୬ରେ ଶୁକ୍ର-ଶନିଙ୍କ ଲାଭଦୃଷ୍ଟି ଯୋଗ ; ଏହି ୫ ରାଶି ପାଇଁ ବରଦାନ, ହେବ ଧନର ବର୍ଷା, ବିବାହ, କିଣିବେ ଘର,ଗାଡି..

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଜନରୁ କେଶ ବାହାରିବା ପିତୃଦୋଷ ଥିବାର ମଧ୍ୟ ସଙ୍କେତ ଦେଇଥାଏ । ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ । ପରିବାରରେ କଳହ ମଧ୍ୟ ଲାଗି ରହିଥାଏ ।
ରାହୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଭୋଜନରୁ କେଶ ବାହାରିଲେ ସେହି ଖାଦ୍ୟ ସେବନ ନକରି କୁକୁର ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ତିଥିରେ କ୍ଷୀରରେ କଳା ରାଶି ପକାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଅର୍ପଣ କରନ୍ତୁ । ଏହାପରେ ଫୁଲ ଓ ଅଖଣ୍ଡ ଚାଉଳ ଅର୍ପଣ କରନ୍ତୁ । ଏହାଦ୍ୱାରା ପୂର୍ବପୁରୁଷ ଶାନ୍ତ ହୁଅନ୍ତି ।

ଦେଖନ୍ତୁ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଛାତିଥରା ଭିଡିଓ; ଫିଲ୍ମ ଦୃଶ୍ୟରୁ କମ୍‌ ନୁହେଁ..

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ; ଚାରା ଭାବି ନାଗସାପକୁ ଖାଉଥିଲା ମଇଁଷି, ତା’ପରେ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories