www.samajalive.in
Sunday, December 7, 2025
16.1 C
Bhubaneswar

ମୋଟୋରୋଲା ଏଜ୍‌ ୬୦ ପ୍ରୋର ସେଲ୍‌ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍‌

ନୂଆଦିଲ୍ଲୀ : ମୋଟୋରୋଲା ଭାରତୀୟ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛି । ଗତ କିଛି ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫିଚର ସହ ଭିନ୍ନ ଭିନ୍ନ ସେଗ୍‌ମେଣ୍ଟ ର ଫୋନ୍‌ ମଧ୍ୟ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଉଛି । ମୋଟୋରୋଲା ଏଜ୍‌ ସିରିଜ୍‌ ଅନ୍ତର୍ଗତ ବିଭିନ୍ନ ନୂଆ ସ୍ମାର୍ଟଫୋନ୍‌ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୋଟୋରୋଲା ଏଜ୍‌ ୬୦ ସିରିଜରେ ମୋଟୋ ୬୦ ପ୍ରୋ ସାମିଲ ରହିଛି । ଏହାକୁ ଆପଣ ରିହାତିରେ କିଣି ପାରିବେ । ଜାଣନ୍ତୁ ଏହି ଫୋନ୍‌ରେ କେତେ ରିହାତି ମିଳୁଛି । କେଉଁ କେଉଁ ଅଫର୍‌ ମାଧ୍ୟମରେ ଶସ୍ତାରେ ଏହି ଫୋନ୍‌କୁ କିଣି ପାରିବେ ।

ଫିଚର୍‌-
ଡିସପ୍ଲେ – ୬.୭ ଇଞ୍ଚ
ରିୟର କ୍ୟାମେରା – ୫୦ଏମପି+୫୦ଏମପି+୧୦ ଏମପି
ସମ୍ମୁଖ କ୍ୟାମେରା- ୫୦ ଏମ୍‌ପି
ବ୍ୟାରେଟରୀ – ୬୦୦୦ ଏମଏଏଚ
ର‌୍ୟାମ୍‌ ୧୨ ଜିବି ର‌୍ୟାମ୍‌
ଷ୍ଟୋରେଜ୍‌- ୨୫୬ ଜିବି ରୋମ୍‌
ପ୍ରୋସେସର – ଡାଇମେନସିଟି ୮୩୫୦

- Advertisement -

ମୋଟୋରୋଲା ଏଜ୍‌ ୬୦ ପ୍ରୋ ର ୮ଜିବି ର‌୍ୟାମ୍‌ +୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟ ଡିସକାଉଣ୍ଟ ସହ ମିଳୁଛି । ଏହାର ଦାମ୍‌ରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଅନ୍ୟ କୌଣସି ଅଫର୍‌ ବିନା ଏହାକୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣିପାରିବେ । ମୋଟୋ ଏଜ୍‌ ୬୦ ପ୍ରୋ ୩୬,୯୯୯ ଟଙ୍କା ବଦଳରେ କେବଳ ୨୯,୯୯୯ ଟଙ୍କାରେ କିଣିବା ପାଇଁ ଉପଲବ୍ଧ ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଜୁଲାଇ ୭କୁ ଅପେକ୍ଷା, ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ହେବେ କୋଟିପତି, କିଣିବେ ଘର, ମିଳିବ ସବୁକିଛି..

ଆପଣ ଆକ୍ସିସ୍‌ ବ୍ୟାଙ୍କ ସୁପରମନି ଟଙ୍କା ସିସି ୟୁପିଆଇ ନେଣଦେଣରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ମିଳି ପାରିବ । ଏହାସହ ଫ୍ଲିପକାର୍ଟ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର ମାଧ୍ୟମରେ ଆପଣ ୫ ପ୍ରତିଶତ କ୍ୟାଶ୍‌ବ୍ୟାକ୍‌ ହାସଲ କରି ପାରିବେ । ଏହି ଫୋନ୍‌ଟିକୁ ନୋ କଷ୍ଟ ଇଏମଆଇ ବିକଳ୍ପ ଜରିଆରେ ଫୋନ୍‌କୁ କିଣାଯାଇପାରିବ । ଅଧିକ ଅଫର୍‌ ପାଇବା ପାଇଁ ଅନ୍ୟ ଅଫର୍‌ ଗୁଡିକର ବ୍ୟବହାର କରି ପାରିବେ ।

ଇରାନ ଓ ଇସ୍ରାଏଲ ଯୁଦ୍ଧ ବିରତି ଚାହୁଁଥିଲେ – ଟ୍ରମ୍ପ

ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍‌ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories