ଆଜି ଅନ୍ତର୍ଜାତୀୟ ଯୋଗ ଦିବସ..
ସୁସ୍ଥ ଜୀବନ ପାଇଁ ଦରକାର ଯୋଗ..
କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ..
ଭାରତ ସମେତ ବିଦେଶରେ ଯୋଗକୁ ନେଇ ବଢ଼ୁଛି ଉତ୍ସାହ..
ବିଶାଖାପାଟଣା ବେଳାଭୂମିରେ ଜାତୀୟ ଯୋଗ ଦିବସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ..
କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ କାର୍ଯ୍ୟକ୍ରମ..
ବଢିଲା ଓମଫେଡ୍ କ୍ଷୀର ଦାମ୍..
ଆନ୍ତର୍ଜାତୀୟ ଯୋଗ ଦିବସ: ବାଲୁକା କଳାରେ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କଲେ ସୁଦର୍ଶନ ପଟ୍ଟନାୟକ..
ରାଜଘାଟଠାରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର, ୧୧.୩୫ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ..
ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର..
ଭୋଗରାଇ, ବାଲିଆପାଳ ଓ ଜଳେଶ୍ଵର ଅଞ୍ଚଳ ଜଳମଗ୍ନ..
ରାସ୍ତା ଉପରେ ପାଣି, ପାଣି ଘେରରେ ଅନେକ ଗାଁ..
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ହେଲା TI ପରେଡ, ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା..



