www.samajalive.in
Monday, December 8, 2025
14.1 C
Bhubaneswar

ହିମାଚଳ ପ୍ରଦେଶରେ ସଂସ୍କୃତ ଦ୍ୱିତୀୟ ସରକାରୀ ଭାଷା

ଶିମଲା..- ହିମାଚଳ ପ୍ରଦେଶରେ ସଂସ୍କୃତକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ମିଳିଛି ।  ଏହାର ବିଧାନସଭା ସଂସ୍କୃତକୁ ଦ୍ୱିତୀୟ ସରକାରୀ ଭାଷା ଦେବା ପାଇଁ ସରକାରୀ ଭାଷା ସଂଶୋଧନ ବିଧେୟକକୁ ପାରିତ କରିଛି ।

ଏହି ବିଧେୟକକୁ  ଜଳସେଚନ ଓ  ଜନସ୍ୱାସ୍ଥ୍ୟ ମନ୍ତ୍ରୀ ମହେନ୍ଦ୍ର ସିଂ ଗୃହରେ ଉପସ୍ଥାପିତ କରିଥିଲେ । କୌଣସି ଆଲୋଚନା ବିନା ଏହି ବିଲ୍‌କୁ ପାରିତ କରାଯାଇଛି । ଏହାସହ ହିମାଚଳପ୍ରଦେଶ ସ୍ୱାସ୍ଥ୍ୟ  ବିଜ୍ଞାନ ବିଶ୍ୱ ବିଦ୍ୟାଳୟକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories