www.samajalive.in
Sunday, December 7, 2025
26.1 C
Bhubaneswar

ଏପରି ଜିଓ ହଟ୍‍ଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ ଫାଇନାଲ

ସମାଜ ଡିଜିଟାଲ ଡେସ୍କ: ଆଇପିଏଲ ୨୦୨୫ ଫାଇନାଲ ମ୍ୟାଚ ପଞ୍ଜାବ କିଙ୍ଗସ୍‍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ରୋମାଞ୍ଚକର ମ୍ୟାଚ ଜିଓ ହଟ୍‍ଷ୍ଟାରରେ ଦେଖିବାକୁ ଚାହୁଁଛନ୍ତି କିନ୍ତୁ ସବସ୍କ୍ରିପସନ୍‍ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏୟାରଟେଲ, ଜିଓର କିଛି ଏପରି ପ୍ଲାନ ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାଗଣାରେ ଜିଓ ହଟ୍‍ଷ୍ଟାର ଦେଖିପାରିବେ । କେବଳ ରିଚାର୍ଜ ପାଇଁ ଦେୟ ଦେବାକୁ ପଡିବ ଏବଂ ଆପଣ ମାଗଣାରେ ଜିଓ ହଟଷ୍ଟାର ପାଇପାରିବେ ।

ଜିଓ ୧୦୦ ରିଚାର୍ଜ: ଏହା ରିଲାଏନ୍ସ ଜିଓର ଏକ ଡାଟା ପ୍ୟାକ୍‍ । ଯାହା ପାଇଁ ଆପଣଙ୍କ ନମ୍ବରରେ ୧୦୦ ଟଙ୍କା ରିଚାର୍ଜ କରିଲେ ୯୦ ଦିନ ବୈଧତା ଏବଂ ୫ ଜିବି ଡାଟା ସହିତ ମାଗଣା ଜିଓ ହଟଷ୍ଟାର ଦେଖିବାର ସୁବିଧା ପାଇପାରିବେ ।
ଜିଓର ୩୪୯, ୮୫୯, ୮୯୯ ଏବଂ ୯୯୯ ରିଚାର୍ଜ ପ୍ଲାନ ଦ୍ୱାରା ଆପଣ ଜିଓ ହଟଷ୍ଟାର ମଧ୍ୟ ମାଗଣାରେ ଦେଖିପାରିବେ । ସେହିପରି ଏୟାରଟେଲର ୫୪୯ଟଙ୍କା, ୯୭୯ ଟଙ୍କା, ୪୫୧ଟଙ୍କା, ୨୭୯ ଟଙ୍କା, ୧୯୫, ୧୦୦, ୩୯୯୯, ୧୭୨୯, ୧୦୨୯, ୫୯୮ ଟଙ୍କାର ପ୍ରିପେଡ୍‍ ପ୍ଲାନରେ ମାଗଣା ଜିଓ ହଟଷ୍ଟାର ସୁବିଧା ଦିଆଯାଉଛି ।

- Advertisement -

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories