www.samajalive.in
Sunday, December 7, 2025
14.1 C
Bhubaneswar

ହୋଣ୍ଡା ୫୦ବର୍ଷ ପୂର୍ତ୍ତିରେ ଗୋଲ୍ଡ ୱିଙ୍ଗ ଟୁର ଉନ୍ମୋଚନ

ଗୁରୁଗ୍ରାମ : ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ୨୦୨୫ ଗୋଲ୍ଡ ୱିଙ୍ଗ ଟୁର ବାଇକ୍‌ର ୫୦ତମ ବର୍ଷ ପୂର୍ତ୍ତି ସଂସ୍କରଣ ଉନ୍ମୋଚନ କରିବା ସହିତ ଏହାର ବୁକିଂ ଶୁଭାରମ୍ଭ କରିଛି। ଏହା କମ୍ପାନୀର ପ୍ରିମିୟମ ବିଗୱିଙ୍ଗ ଟପ୍‍ଲାଇନ ଡିଲରସିପ୍‍ ଜରିଆରେ ବିକ୍ରି କରାଯିବ। ୫୦ତମ ବର୍ଷ ପୂର୍ତ୍ତି ହୋଣ୍ଡା ଗୋଲ୍ଡ ୱିଙ୍ଗ ଟୁର୍‍ ସଂସ୍କରଣର ପ୍ରାରମ୍ଭିକ ମୂଲ୍ୟ ୩୯.୯୦ ଲକ୍ଷ ଟଙ୍କା ରହିଛି। ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଏଚଏମଏସଆଇ ପରିଚାଳନା ନିର୍ଦେଶକ, ଅଧ୍ୟକ୍ଷ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ସୁଟସୁମୁ ଓଟାନି କହିଥିଲେ ଯେ, ଗୋଲ୍ଡ ୱିଙ୍ଗ ଟୁର୍‍ର ପ୍ରଚଳନ ୧୯୭୫ରେ ଆରମ୍ଭ ହୋଇଥିବାବେଳେ  ପାଞ୍ଚ ଦଶନ୍ଧି ଧରି ଏହାର ଉତ୍କର୍ଷ ବଜାୟ ରଖିଛି। ଏହି ବିଳାସପୂର୍ଣ୍ଣ ୨୦୨୫ ଗୋଲ୍ଡ ୱିଙ୍ଗ ଟୁର ମୋଟରସାଇକଲ ଯୋଗାଣ ଭାରତରେ ଜୁନ୍‍ରୁ ଆରମ୍ଭ ହେବ ବୋଲି କମ୍ପାନୀର ବିକ୍ରୟ ଓ ବିପଣନ ବିଭାଗ ନିର୍ଦେଶକ ଯୋଗେଶ ମାଥୁର କହିଛନ୍ତି।

ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଭାବାନ୍ତର’

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories