www.samajalive.in
Sunday, December 7, 2025
26.1 C
Bhubaneswar

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨ଟି ଗ୍ରହ ପରସ୍ପର ସହ ୬୦ ଡିଗ୍ରୀ କୋଣରେ ରହିଥାନ୍ତି, ତେବେ ଏକ ବିଶେଷ ଓ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବରେ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହୋଇଥାଏ । ଜ୍ୟୋତିଷ ଗଣନାନୁସାରେ ଜୁନ୍‌ ୫ରେ ଶୁକ୍ର ଓ ଗୁରୁ ଗ୍ରହ ପରସ୍ପର ସହ ୬୦ ଡିଗ୍ରୀ କୋଣରେ ରହି ଗୁରୁ-ଶୁକ୍ର ଦୃଷ୍ଟି ଯୋଗ ସୃଷ୍ଟି କରିବେ ।

ଏହି ଶୁଭ ଯୋଗ ଫଳରେ ଅନେକ କାର୍ଯ୍ୟରେ ସଫଳତା, ପ୍ରଗତି ହୋଇଥାଏ । ଆର୍ଥିକ ସ୍ଥିତି ମଜଭୁତ ହେବ । ସକରାତ୍ମକ ପରିବର୍ତ୍ତନ ହେବ । ତେବେ ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ..

- Advertisement -

ବୃଷ- ମାନସିକ ଶାନ୍ତି ମିଳିବ । କଠିନ ପରିସ୍ଥିତି ପରେ ମଧ୍ୟ ଲକ୍ଷ୍ୟ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ଚାକିରିରେ ଶୁଭଫଳ ମିଳିବ । ସମୟ ଅନୁକୂଳ ରହିଛି ।

ମିଥୁନ- ଅତ୍ୟନ୍ତ ଶୁଭଫଳ ମିଳିବ । ଅନେକ କ୍ଷେତ୍ରରେ ସଫଳତା ହାସଲ କରିବେ । ନୂଆ ଲୋକଙ୍କ ସହ ସାକ୍ଷାତ ହେବ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କର ଚାକିରି ହେବ । ବ୍ୟବସାୟରେ ବଡ ଧରଣର ଲାଭ ହେବ ।

ତୁଳା – ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟବସାୟରେ ବୃଦ୍ଧି ହେବ । ନୂଆ ନୂଆ ସୁଯୋଗରୁ ଲାଭ ପାଇବେ । ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସମ୍ମାନ ସହ ପଦନ୍ନୋତି ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଚିନ୍ତା ଦୂର ହେବ ।

ବିଛା- ଅତ୍ୟନ୍ତ ଶୁଭ ସମୟ ରହିଛି । ଜୀବନରେ ଅନେକ ସଫଳତା ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ବ୍ୟବସାୟରେ ବୃଦ୍ଧି ସହ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

କୁମ୍ଭ- କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବ । ଆର୍ଥିକ ଲାଭର ଯୋଗ ରହିଛି । ଚାକିରିରେ ଶୁଭଫଳ ସହ ଦରମା ବୃଦ୍ଧି ହେବ । ଚିନ୍ତା ଦୂର ହେବ ।

ଭାରତରେ ଲଞ୍ଚ ହେଲା ମୋଟୋରୋଲାର ଏହି ଫୋନ୍‌: ଜବରଦସ୍ତ ଫିଚର୍‌ ସହ ଆକର୍ଷଣୀୟ ଲୁକ୍‌, ଜାଣନ୍ତୁ କେତେ ଦାମ୍‌

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories