www.samajalive.in
Sunday, December 7, 2025
13.1 C
Bhubaneswar

ସହିଦଙ୍କ ପରିବାରଙ୍କୁ ସହାୟତା ପାଇଁ ୱେବସାଇଟ୍‍ ’ଭାରତକେବୀର’

ନୂଆଦିଲ୍ଲୀ : ସହିଦଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଭାରତକେବୀର.ଗଭ୍‍.ଇନ ୱେବସାଇଟ୍‍ ମାଧ୍ୟମରେ ଦାନ କରିବାକୁ ସରକାର ଉପଦେଶ ଦେଇଛନ୍ତି।
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ସହିଦ ଜବାନମାନଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ଲୋକମାନେ bharatkeveer.gov.in  ୱେବସାଇଟ୍‍ ମାଧ୍ୟମରେ ପ୍ରଦାନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉପଦେଶ ଦିଆଯାଇଛି। ଭାରତକେବୀର ହେଉଛି ଏକ ଟ୍ରଷ୍ଟ। ଯାହା ମାଧ୍ୟମରେ ସହିଦଙ୍କ ପରିବାରଙ୍କୁ ଲୋକମାନେ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରିପାରିବେ। ବିଏସଏଫ, ସିଆରପିଏଫ, ସିଆରଏସଏଫ, ଆଇଟିବିପି,ଏନଡିଆରଏଫ,ଏନଏସଜି,ଏସଏସବି ଏବଂ ଆସାମ ରାଇଫଲ୍ସକୁ ନେଇ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଗଠିତ । ତେବେ ଭାରତକେବୀରକୁ ପ୍ରଦାନ କରାଯାଉଥିବା ଦାନକୁ ଆୟକର ମୁକ୍ତ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories