www.samajalive.in
Tuesday, December 9, 2025
15.1 C
Bhubaneswar

ଏଥର ଆଇପିଏଲ୍‍ ଜିତିବ ଏହି ଟିମ୍‍: ହେଲା ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ବିରାଟ କୋହଲିଙ୍କ ଦଳ ଆରସିବି ଏଥର ଆଇପିଏଲରେ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । ଶେଷ ଥର ପାଇଁ ୨୦୧୬ରେ ଯେତେବେଳେ ସେ ଦଳର ଅଧିନାୟକ ଥିଲେ । ସେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବଦ ଠାରୁ ପରାସ୍ତ ହୋଇ ବେଙ୍ଗାଲୁରୁ ହଜାର ହଜାର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା । କିନ୍ତୁ ଚଳିତ ଥର ଟିମର ସଦସ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । କାରଣ ଏଥର ସେମାନେ ଭିନ୍ନ ଉପାୟରେ ଖେଳୁଛନ୍ତି । ସେମାନେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍‍ ୧୫୦ ଓ ୧୩୬ ରନ ଭଳି ସ୍କୋରକୁ ମଧ୍ୟ ସମ୍ନା କରିଛନ୍ତି । ସେମାନଙ୍କର ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଦଳର ନୂତନ ଅଧିନାୟକ ଚେନ୍ନାଇ ସୁପର କିଙ୍ଗସ୍‍ କୁ ଦୁଇ ଥର ପରାସ୍ତ ମଧ୍ୟ କରିଛନ୍ତି । ଏଠାରେ କହି ରଖୁଛୁ ଯେ ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଯୋଗୁଁ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା । ଯାହାକି ପୁଣି ଆଜିଠାରୁ ଖେଳାଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories