www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; କିପରି ଆତଙ୍କୀ ଲଞ୍ଚପ୍ୟାଡ୍‌ ଉଡ଼ାଇଲା ସେନା…

ସମାଜ ଡିଜିଟାଲ ଡେସ୍କ: ଗତ ୮ ଏବଂ ୯ ତାରିଖ ସନ୍ଧ୍ୟାରେ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରୁ ଭାରତକୁ ଡ୍ରୋନ ଛାଡ଼ି ଆକ୍ରମଣ କରିଥିଲା। ପାକ୍‌ର ଏହି ଦୁଃସାହସକୁ ଭାରତୀୟ ସେନା କଡ଼ା ଜବାବ ଦେଇଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଏଲଓସି ନିକଟରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କରିଦିଆଯାଇଛି।

ଭାରତୀୟ ସୈନ୍ୟମାନେ ସାହସିକତା ପ୍ରଦର୍ଶନ କରି ଅନେକ ଲଞ୍ଚପ୍ୟାଡ୍‌କୁ ଉଡ଼ାଇ ଦେଇଛନ୍ତି। ଏପରି କି ଏହାର ଭିଡିଓ ମଧ୍ୟ ଜାରି କରିଛି ଭାରତୀୟ ସେନା।

- Advertisement -

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories