www.samajalive.in
Sunday, December 7, 2025
13.1 C
Bhubaneswar

ଅପରେସନ୍ ସିନ୍ଦୂର ବନାମ୍‌ ବୁନ୍‌ୟାନ୍ ଅଲ୍ ମର୍‌ସୁସ୍ , ଜାଣନ୍ତୁ କଣ ଏହାର ଅର୍ଥ..

ନୂଆଦିଲ୍ଲୀ : ପାକିସ୍ତାନର ଇଣ୍ଟର ସର୍ଭିସେ ପବ୍ଲିକ୍ ରିଲେସନ୍ (ଆଇଏସପିଆରର) ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ୍ ଚୌଧୁରୀଙ୍କ କହିବାନୁଯାୟୀ ଭାରତ ସେମାନଙ୍କର ୩ଟି ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି। ଯାହାର ଜବାବ ଦେବାକୁ ଯାଇ ଆମେ ପଞ୍ଜାବର ଶିଖ୍ ଅଞ୍ଚଳରେ ୬ଟି ବଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରିଥିଲୁ। ଆହୁରି ମଧ୍ୟ ସେ କହିଛନ୍ତି ଭାରତ ଯାହା ଆରମ୍ଭ କରିଛି , ଆମ ସେନା ତାହା ଶେଷ କରିବାକୁ ଯାଉଛନ୍ତି। ଭାରତର ଅପରେସନ୍ ସିନ୍ଦୂର ପକ୍ଷରୁ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରାଯାଉଛି।

ପାକିସ୍ତାନ ମଧ୍ୟ ଭାରତୀୟ ସୈନ୍ୟ ଠକଣାକୁ ଟାର୍ଗେଟ୍ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଯାହାର ନାମ ରଖାଯାଇଛି ଅପରେସନ୍ ବୁନ୍‌ୟାନ୍ ଅଲ୍ ମର୍‌ସୁସ୍ । ଏହି ଅପରେସନ୍ ଦ୍ଵାରା ପାକିସ୍ତାନ ଭାରତର ଆବାସିକ ଅଞ୍ଚଳ ଗୁଡିକୁ ଠାବ କରି ଘନ ଘନ ଆକ୍ରମଣ ଜାରି ରଖିଛି। ଯାହାର ମୁହଁତୋଡ ଜବାବ ଦେଉଛି ଭାରତ। ତେବେ ଆସନ୍ତୁ ଜାଣିବା ଅପରେସନ୍ ବୁନ୍‌ୟାନ୍ ଅଲ୍ ମର୍‌ସୁସ୍ ର ଅର୍ଥ କଣ ? ଏହାର ଅର୍ଥ ହେଉଛି କାଚ ଭଳି ଏକ କାନ୍ଥ, ଯାହା ବହୁତ୍ ମଜବୁତ୍। ଏହି ନାମ ସହିତ ପାକିସ୍ତାନ ନିଜକୁ ଦୁନିଆ ସାମ୍ନାରେ ମଜବୁତ୍ ଦେଖାଇବାକୁ ଚାହେଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories