www.samajalive.in
Tuesday, December 9, 2025
23.1 C
Bhubaneswar

ଉରିରେ ପୁଣି ଆକ୍ରମଣ କଲା ପାକିସ୍ତାନ, ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼

ନୂଆଦିଲ୍ଲୀ: ଉରିରେ ପୁଣି ଆକ୍ରମଣ କଲା ପାକିସ୍ତାନ। ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ଉରିରେ ପାକିସ୍ତାନ ପଟୁ ପୁଣି ଗୁଳିବର୍ଷା ଜାରି ରହିଛି। ଉରିରେ ପାକିସ୍ତାନ ଆକ୍ରମଣର କଡ଼ା ଜବାବ ଦେଉଛି ଭାରତୀୟ ସେନା।

ଭାରତ-ପାକ ଉତ୍ତେଜନା ଭିତରେ ଗୁଳିବର୍ଷା ହେଉଛି। ଉରିରେ ପାକିସ୍ତାନ ପୁଣି ଆକ୍ରମଣ କରିଥିବା ସୂଚନା ମିଳିଛି। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରୁଥିବା ଜଣାପଡ଼ିଛି। ଉରି ସେକ୍ଟରରେ ଏଲଓସିରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରଶସ୍ତ୍ର ଏବଂ ତୋପ ଗୁଳି ଚଳାଇବା ସହିତ ଗୁଳି ଏବଂ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories