www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପାକିସ୍ତାନୀ ସେନାରେ ବିଦ୍ରୋହ ଆରମ୍ଭ, ହଟିପାରନ୍ତି ସେନା ମୁଖ୍ୟ ଅସିମ ମୁନିର, ମୁନିରଙ୍କୁ ବରିଷ୍ଠ ସେନା ଅଧିକାରୀଙ୍କ କଡ଼ା ସମାଲୋଚନା..

ପାକିସ୍ତାନ ସେନାରେ ବିଦ୍ରୋହ, ସେନା ମୁଖ୍ୟ ଅସୀମ ମୁନୀର ଗିରଫ ସୂଚନା..

- Advertisement -

ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟି ଜେନେରାଲ ସାହିର ଶମଶାଦ ମିର୍ଜା ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରିଥିବା ସୂଚନା..

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ସୁପର୍ ଲିଗକୁ ଦୁବାଇ ସ୍ଥାନାନ୍ତର..

ପାକିସ୍ତାନରେ ଗୃହଯୁଦ୍ଧ, ଆସିମ ମୁନୀରଙ୍କୁ ସେନମୁଖ୍ୟ ପଦରୁ ହଟାଇବାକୁ ଇମ୍ରାନ ଖାନଙ୍କ ସମର୍ଥକଙ୍କ ଦାବି
ଆମେରିକାର ପାକିସ୍ତାନକୁ ଚେତାବନୀ, ଆତଙ୍କୀଙ୍କୁ ସମର୍ଥନ ଦେବା ବନ୍ଦ କର..

ଭାରତର ଆକ୍ରମଣରେ କରାଚୀ ବିମାନବନ୍ଦର ଛାରଖାର..

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତିର ସମୀକ୍ଷା କରିବେ ରାଜନାଥ ସିଂହ..

ପାକିସ୍ତାନ ଓ ଚୀନକୁ ବିଏଲଏର ଧମକ; ବାଲୋଚିସ୍ତାନ ଛାଡ଼, ନଚେତ ମରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ସମୟରେ ବାଲୋଚିସ୍ତାନକୁ କବଜା କରିବାକୁ ବିଏଲଏର ଉଦ୍ୟମ ଜାରି..

ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ହାଇଆଲର୍ଟ..

ସବୁ ହସ୍ପିଟାଲ ପାଇଁ ହାଇଆଲର୍ଟ ଜାରି କଲେ ରାଜ୍ୟ ସରକାର..

ଡାକ୍ତର ଓ ସବୁ କର୍ମଚାରୀଙ୍କ ଛୁଟି ବାତିଲ, ୧୨ହଜାର ହସ୍ପିଟାଲ ବେଡ୍‍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ..

ଚଣ୍ଡିଗଡରେ ଏୟାର ଆଟାକ୍‌ର ଚେତାବନୀ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜରୁରୀ ବୈଠକ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଏବଂ ୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କଲେ ରାଜନାଥ..

ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ, ଦେଶରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ, ଅବଶିଷ୍ଟ ପରୀକ୍ଷା ସ୍ଥଗିତ ନେଇ ଆଇସିଏଆଇ ପକ୍ଷରୁ ସୂଚନା..

ଚଣ୍ଡୀଗଡ଼ରେ ବାଜୁଛି ଯୁଦ୍ଧ ସାଇରନ: ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories