www.samajalive.in
Sunday, December 7, 2025
26.1 C
Bhubaneswar

ପାକ ସେନା ଆକ୍ରମଣ: କାଶ୍ମୀର ପୁଞ୍ଚରେ ଥିବା ଗୁରୁଦ୍ୱାର ଧ୍ୱଂସ, ୪ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ଛାନିଆ ପାକିସ୍ତାନ। ସାଧାରଣ ନାଗରିକ ଏବଂ ଗୁରୁଦ୍ୱାର ଉପରେ ପାକ ସେନାର ଲକ୍ଷ୍ୟଭେଦି ଆକ୍ରମଣ କରିଥିବା ସୂଚନା ମିଳିଛି। ଏଲଓସି ନିକଟରେ ଥିବା ଗୁରଦ୍ୱାର ଉପରେ ପାକିସ୍ତାନର ଆକ୍ରମଣ କରିବା ଫଳରେ କାଶ୍ମୀର ପୁଞ୍ଚରେ ଥିବା ଗୁରୁଦ୍ୱାରକୁ ଧ୍ୱଂସ ପାଇଥିବାବେଳେ ୪ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ସେନା ପକ୍ଷରୁ ରାତିରୁ ଗୁଳିଗୋଳା ବର୍ଷଣ ଜାରି ରଖାଯାଇଛି। ଏହି ଆକ୍ରମଣରେ ରଜୋରି, ପୁଞ୍ଚ ଓ ତଙ୍ଗଧରରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ପାକିସ୍ତାନ ସେନାର ଗୁରୁଦ୍ୱାର ଉପରେ ଆକ୍ରମଣକୁ ଶିଖ ସମ୍ପ୍ରଦାୟ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ଅପରପକ୍ଷରେ ପାକ ସେନାର ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories