ଜୟପୁର : କୋରାପୁଟ ଜିଲା କୋଟପାଡ ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ଫେରାର କଏଦୀଙ୍କ ନାମ ହେଉଛି ମୋତିଲାଲ ଚଲାନ। ସେ ୨୦୧୨ ମସିହାରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗୁରୁବାର ଦିନ ସେ ଜେଲରୁ ଫେରାର ହୋଇଯାଇଛନ୍ତି। ସେ କିପରି ଫେରାର ହେଲେ ତାହା ଜଣାପଡିନାହିଁ।
Popular Categories



