www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା

ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନକୁ ଖୁବ୍‌ ଶୁଭ ଓ ଫଳଦାୟୀ ବୋଲି କୁହାଯାଏ । ଚଳିତ ବର୍ଷ ଏହି ପବିତ୍ର ପର୍ବ ୩୦ ଏପ୍ରିଲରେ ପାଳନ କରାଯିବ । ଏହି ଦିନ କରାଯାଉଥିବା ଦାନ, ଜପ ଓ ଶୁଭ କାର୍ଯ୍ୟର ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ ଏହି ଦିନ କି କି ଜିନିଷ କିଣିଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ..

ମେଷ- ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ତମ୍ବାରେ ତିଆରି ଜିନିଷ କିଣି ପାରିବେ ।

- Advertisement -

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ରୁପା ଜିନିଷ କିମ୍ବା ରୁପା ଟଙ୍କା କିଣି ପାରିବେ ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ସୁନାର ଯେକୌଣସି ଜିିନିଷ, ଧନିଆ ମଧ୍ୟ କିଣି ପାରିବେ ।

କର୍କଟ- ଏହି ରାଶିର ବ୍ୟକ୍ତି ବିଶେଷ ରୁପାର ଯେକୌଣସି ଜିନିଷ କିଣି ପାରିବେ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ସୁନାର ଯେକୌଣସି ଜିନିଷ, ଋତୁ ଅନୁଯାୟୀ ମିଳୁଥିବା ଫଳ ମଧ୍ୟ କିଣି ପାରିବେ ।

କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ସୁନାର ନାକ, ମୁଦି କିମ୍ବା କଡା, ପିତ୍ତଳ ବାସନ ମଧ୍ୟ କିଣି ପାରିବେ ।

ତୁଳା- ଏହି ରାଶିର ବ୍ୟକ୍ତି ବିଶେଷ ରୁପାର ପାଉଁଞ୍ଜି, ଚାଉଳ, ଚିନି ମଧ୍ୟ କିଣି ପାରିବେ ।

ବିଛା- ଏହି ରାଶିର ବ୍ୟକ୍ତି ବିଶେଷ ସୁନାର ଯେକୌଣସି ଜିନିଷ, ଗୁଡ କିଣି ପାରିବେ ।

ଶନି କଲେ ନକ୍ଷତ୍ର ପରିବର୍ତ୍ତନ : ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଚାକିରି, କିଏ ହେବେ ମାଲାମାଲ୍‌..

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ସୁନାର ଯେକୌଣସି ଜିନିଷ, ହଳଦିଆ ରଙ୍ଗର ଅନ୍ୟ ଜିନିଷ ମଧ୍ୟ କିଣି ପାରିବେ ।

ମକର- ଏହି ରାଶିର ବ୍ୟକ୍ତି ବିଶେଷ ରୁପାର ଯେକୌଣସି ଜିିନିଷ କିଣି ପାରିବେ ।

ଅଡି କାର୍‌ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ରୁପାର ଯେକୌଣସି ଜିିନିଷ କିଣି ପାରିବେ ।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ସୁନାର ଯେକୌଣସି ଜିନିଷ କିଣି ପାରିବେ ।

ମେ’ ୨ଯାଏଁ କାଳବୈଶାଖୀ ବର୍ଷା; ଆଜି ଏହି ଜିଲାରେ ବର୍ଷିବ

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories