www.samajalive.in
Tuesday, December 9, 2025
16.1 C
Bhubaneswar

ଭୋଡାଫୋନ ଆଣିଲା ୩୫୧ଟଙ୍କାର ପ୍ଲାନ

ନୂଆଦିଲ୍ଲୀ : ଭୋଡାଫୋନ କମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ୩୫୧ଟଙ୍କାର ଏକ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ସୁବିଧା ଭୋଡାଫୋନର ପୁରୁଣା ଗ୍ରାହକ ଉଠାଇପାରିବେ ନାହିଁ। ଏହି ପ୍ଲାନ ଭୋଡାଫୋନର ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ। ଅର୍ଥାତ ଯେଉଁ ଗ୍ରାହକ ଭୋଡାଫୋନର ସିମ କିଣି ପ୍ରଥମେ ୩୫୧ଟଙ୍କା ରିଚାର୍ଜ କରିବେ ସେମାନେ ଏହି ପ୍ଲାନର ସୁବିଧା ପାଇପାରିବେ। ଏହି ପ୍ଲାନରେ ୫୬ଦିନର ବୈଧତା ସହିତ ପ୍ରତିଦିନ ୧୦୦ମେସେଜ କରିପାରିବେ। ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗର ସୁବିଧା ପାଇପାରିବେ।
କହିରଖୁଛୁ , ଏହା ପୂର୍ବରୁ ଭୋଡାଫୋନ ୧୭୬ଟଙ୍କା, ୨୨୯ଟଙ୍କା, ୪୯୬ ଏବଂ ୫୫୫ଟଙ୍କାର ପ୍ରଥମ ରିଚାର୍ଜ ପ୍ଲାନ ଲଞ୍ଚ କରିଥିଲା।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories