www.samajalive.in
Sunday, December 7, 2025
23.1 C
Bhubaneswar

ମହାନଦୀ ଜଳବିବାଦ ଟ୍ରାଇବୁନାଲରେ ଶୁଣାଣି : ମାର୍ଚ୍ଚ ୯ରେ ଚୂଡାନ୍ତ ରାୟ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରାଇବୁନାଲରେ ନାଲରେ ଓଡ଼ିଶା ଓ ଛିତିଶଗଡ଼ ମହାନଦୀ ଜଳବିବାଦ ମାମଲାର ମଧ୍ୟବର୍ତ୍ତୀକାଳୀନ ଆବେଦର ଶନିବାର ଶୁଣାଣି ହୋଇଛି । ଓଡ଼ିଶା ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି । ଉଭୟ ରାଜ୍ୟର ସରକାର ଦେଇଥିବା ସତ୍ୟପାଠକୁ ତଥ୍ୟ ପ୍ରମାଣ ସହ ଦାଖଲ ଲାଗି ଟ୍ରାଇବୁନାଲ ନିର୍ଦ୍ଦେଶ ଦେଇଛନ୍ତି। । ଦୁଇ ସପ୍ତାହ ମଧ୍ୟରେ ତଥ୍ୟ ପ୍ରମାଣ ସହ ଲିଖିତ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।  ତେବେ ମାର୍ଚ୍ଚ ୯ ତାରିଖକୁ ଚୂଡାନ୍ତ ରାୟ ନିମନ୍ତେ ଦିନ ଧାର୍ଯ୍ୟ  କରାଯାଇଛି।

ଚୂଡାନ୍ତ ରାୟ ପୂର୍ବରୁ ଓଡ଼ିଶା ଓ ଛିତିଶଗଡ଼କୁ ଟ୍ରାଇବୁନାଲ ବିସ୍ତୃତ ତଥ୍ୟ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଉଭୟ ରାଜ୍ୟଙ୍କୁ ଆପୋସ ସମାଧାନ ଲାଗି ମଧ୍ୟ ଟ୍ରାଇବୁନାଲ କହିଛନ୍ତି । ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି  ମହାନଦୀ ଟ୍ରାଇବୁନାଲରେ ହୋଇଥିଲା । ଶୁଣାଣି ସମୟରେ ଓଡିଶାକୁ ସତ୍ୟପାଠ ଦାଖଲ କରିବାକୁ ଟ୍ରାଇବୁନାଲ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories