www.samajalive.in
Sunday, December 7, 2025
26.1 C
Bhubaneswar

ଆଇଆଇସିଙ୍କ ବଦଳିକୁ ବିରୋଧ ; ରାଜରାସ୍ତାରେ ନିଆଁ

ଆସ୍କା : ଆକ୍ସା ଥାନା ଆଇଆଇସିଙ୍କ ବଦଳିକୁ ବିରୋଧ କରି ଶନିବାର ବିରୋଧ କରାଯାଇଛି। ଆଇଆଇସି ଏସ କେ ଜେନାଙ୍କୁ ଆକ୍ସାରୁ ରାଉରକେଲା ବଦଳି କରାଯାଇଛି। ଥାନା ଅଧିକାରୀଙ୍କ ସପକ୍ଷରେ ସହରବାସୀ ଏହି ଆନ୍ଦୋଳନ କରିଛନ୍ତି। ସହରବାସୀ ରାସ୍ତାରେ ଟାୟାର ଜାଳି ଆସ୍କା-କଳିଙ୍ଗା ରାସ୍ତା ଅବରୋଦ କରାଯାଇଛି। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ବିଭିନ୍ନ ବଡ ପଦକ୍ଷେପ ନେଇଥିଲେ। ତେଣୁ ତାଙ୍କ ବଦଳିକୁ ରୋକିବା ପାଇଁ ଏହି ଆନ୍ଦୋଳନ କରାଯାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories