www.samajalive.in
Wednesday, December 10, 2025
15.1 C
Bhubaneswar

ପତଳା ଦେଖାଯିବା ପାଇଁ ଓସ୍କାର ପୁରସ୍କାର ବିତରଣର ପୂର୍ବଦିନ ଉପବାସ କରିଥିଲେ ଏଆର୍‌ ରହମାନ୍‌

ମୁମ୍ବାଇ..- ସ୍ଲମ ଡଗ୍‌ ମିଲିୟନାରୀକୁ ଓସ୍କାର ପୁରସ୍କାର ମିଳିବାର ଗୋଟିଏ ଦିନ ପୂର୍ବରୁ ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଏଆର୍‌ ରହମାନ୍‌ ଉପବାସ କରିଥିଲେ । ସେହି ସମୟରେ ସେ ମୋଟା ଦେଖାଯାଉଥିବାରୁ ପତଳା ଦେଖାଯିବା ପାଇଁ ସେ ଉପବାସ କରିଥିଲେ  ବୋଲି ସୂଚନା ଦେଇଛନ୍ତି । ୨୦୦୯ ମସିହାରେ ଏଆର୍‌ ରହମନଙ୍କୁ ଦୁଇଟି ପୁରସ୍କାର ମିଳିଥିଲା ।  ତାଙ୍କ ଗୀତ ଜୟ ହୋ ପାଇଁ ଓସ୍କାର ମିଳିଥିଲା।  ସ୍ଲମ ଡଗ ମଲିୟନାରୀର ପ୍ରଛଦପଟ୍ଟ ସଙ୍ଗୀତ ପାଇଁ ତାଙ୍କୁ ଆଉ ଏକ ଓସ୍କାର ମିଳିଥିଲା ।

ଡାନି ବୋୟଲଙ୍କର ସ୍ଲମ ଡଗ୍‌ ମିଲିୟନାରୀକୁ ୧୦ଟିରୁ ୮ଟିରେ ଓସ୍କାର ପୁରସ୍କାର ମିଳିଥିଲା  । ଏହି ପୁରସ୍କାର ବିତରଣ ଉତ୍ସବ ପାଇଁ ରହମନ ପତଳା ଦେଖାଯିବାକୁ ଚେଷ୍ଟା କରୁଥିଲେ ବୋଲି ସୂଚନା ଦେଇଛନ୍ତି । ୨୦୧୧ ମସିହାରେ ୨ଟି ଓସ୍କାର ପୁରସ୍କାର ପାଇଁ ତାଙ୍କ ନାମ ପଞ୍ଜୀକୃତ ହୋଇଥିଲା । ହଲିଉଡ୍‌ ସିନେମା ୧୨୭ ଆଓ୍ୱାରରେ ସେ ପ୍ରଛଦପଟ୍ଟ ସଙ୍ଗୀତ ଓ ସଙ୍ଗୀତ ନିର୍ଦେଶନା ଦେଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories