www.samajalive.in
Monday, December 8, 2025
16.1 C
Bhubaneswar

ଦିଲ୍ଲୀରେ ଓଡିଆ ଛାତ୍ର ସଙ୍ଗଠନ ପକ୍ଷରୁ କଳା ଦିବସ ପାଳିତ

ସମ୍ବଲପୁର: ରାଜଧାନୀ ନୁଆଦିଲ୍ଲୀରେ ଠାରେ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ଓଡିଆ ଛାତ୍ର ସଙ୍ଗଠନ ତରଫରୁ ୨୦୧୯ ମସିହା ଆଜିର ଦିନରେ ଘଟିଥିବା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ରୁ ଊର୍ଦ୍ଧ୍ବ ଭାରତୀୟ ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ବକ୍ତା ମାନେ ବୀର ଯବାନ ମାନଙ୍କ ବିରତ୍ୱ ଓ ତ୍ୟାଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଗବେଷକ ସୌମ୍ୟ ରଞ୍ଜନ ବଡପଣ୍ଡା, ପ୍ର. ଧର୍ମାନନ୍ଦ ରାଉତ, ଡ. ପ୍ରବେଶ ବ୍ୟାସ, ଡ. ଭେଙ୍କଟେଶ୍ୱର, ଅନୀତା ଦୀପ, ତ୍ରିବେଣୀ, ଅନ୍ୱେଷା ମହାପାତ୍ର, ମୁକେଶ ବେହେରା, ଦିପ୍ତିରେଖା ବେହେରା, ଗୀତାଞ୍ଜଳି ସାହୁ, ଚିତ୍ତରଞ୍ଜନ ଗଙ୍ଗାଇ, ନର୍ମଦା, ପିତବାସ ସାହୁ, କିଶନ ମହାକୁଡ, ସାଇ ନାରାୟଣ ନାୟକ, ସ୍ୱର୍ଣ୍ଣଲକ୍ଷ୍ମୀ ସାହୁ, ଗୀତିକା ବେହେରା, ଶାଶ୍ୱତ ସାହୁ, ପଙ୍କଜିନୀ ବାଗ, ପଲ୍ଲୀଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories